ଘରୋଇ ସହଭାଗିତାରେ ରାଉରକେଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବର୍ତ୍ତମାନ ସୁଦୃଢ: ଅସୀତ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ତାଙ୍କ…

ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା…

କୁମ୍ଭମେଳା ଓ ବିଧାନସଭା ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ପିଟିସନ, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: କୁମ୍ଭମେଳା ଓ ନିକଟରେ ଅନୁଷ୍ଠିତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦାୟର ହୋଇଥିବା ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ । ନୋଏଡାର ଆଇନଜୀବୀ ସଞ୍ଜୟ କୁମାର ପାଠକ…

କରୋନାରେ ଅଭିନେତା ରାହୁଲ ଭୋରାଙ୍କର ଦେହାନ୍ତ

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଫେସବୁକରେ ଲକ୍ଷ ଲକ୍ଷ ପ୍ରଶଂସକ ଥିବା ଅଭିନେତା ରାହୁଲ ଭୋରାଙ୍କର ୩୫ ବର୍ଷ ବୟସରେ ରବିବାର ସକାଳେ ଦେହାନ୍ତ ହୋଇଯାଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ । ମୃତ୍ୟୁର ୨୩ ଘଣ୍ଟା ପୂର୍ବରୁ ରାହୁଲ ଫେସବୁକରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ…

ଡିଆରଡିଓ ଚେୟାରମ୍ୟାନଙ୍କ ସୂଚନା, ମେ ୧୧-୧୨ରୁ ବଜାରରେ ଉପଲବ୍ଧ ହେବ ଡିଆରଡିଓର କୋଭିଡ୍ ଔଷଧ

ନୂଆଦିଲ୍ଲୀ: ଜରୁରୀକାଳୀନ ବ୍ୟବହାର ପାଇଁ ଡିଆରଡିଓର କୋଭିଡ୍ ଔଷଧ '୨-ଡିଅକ୍ସି-ଡି-ଗ୍ଲୁକୋଜ୍'କୁ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଅନୁମତି ଦେଇଛନ୍ତି । ଡିଆରଡିଓ ଚେୟାରମ୍ୟାନ୍ ଡକ୍ଟର ସତୀଶ ରେଡ୍ଡୀ କହିଛନ୍ତି ଯେ ମେ ୧୧ କିମ୍ବା ୧୨ରୁ ଏହି କୋଭିଡ ଔଷଧ ବଜାରରେ ଉପଲବ୍ଧ ହେବା ଆରମ୍ଭ କରିବ। ସେ…