ହିମନ୍ତ ବିଶ୍ବ ଶର୍ମା ହେବେ ଆସାମର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ସପ୍ତାହକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। ରବିବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ବା ଶର୍ମା ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର,…

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ…

ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: କରୋନା ପ୍ରକୋପ ଦୃଷ୍ଟିରୁ ଦିଲ୍ଲୀରେ ଲକଡାଉନ୍ ଅବଧି ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର କହିଛନ୍ତି ଯେ ଆସନ୍ତା ୧୭ ତାରିଖ ସକାଳ ପର୍ଯ୍ୟନ୍ତ ଏହି ଲକଡାଉନ୍ ବଳବତ୍ତର ରହିବ ଏବଂ ଏଥର ଏହା ଆହୁରି କଡାକଡି ହେବ। ଆସନ୍ତା…

ଉତ୍ତରପ୍ରଦେଶରେ ମେ ୧୭ ଯାଏଁ ବଢ଼ିଲା ଲକଡାଉନ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ୍ ୩୦ରୁ ଲାଗୁ ହୋଇଥିବା ଲକଡାଉନ୍ ତଥା କରୋନା କର୍ଫ୍ୟୁକୁ ଆସନ୍ତା ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସୂଚନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବନୀତ ସେହଗଲ କହିଛନ୍ତି ଯେ ରାଜ୍ୟରେ ଲାଗୁ ହେଉଥିବା କରୋନା କର୍ଫ୍ୟୁ…

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ୍ୟଙ୍କ ସୁନ୍ଦରଗଡ ଓ ବରଗଡ ଗସ୍ତ, କୋଭିଡ ସ୍ଥିତିର କଲେ ସମୀକ୍ଷା

ରାଉରକେଲା/ବରଗଡ: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ ଆଜି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି କୋଭିଡ ମୁକାବିଲାର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଶ୍ରୀ ତ୍ରିପାଠୀ ସ୍ବାସ୍ଥ୍ୟ ବିଭାଗ…

ଭାରତରେ କରୋନା ସଙ୍କଟ ପାଇଁ ମୋଦିଙ୍କୁ ଲାନ୍ସେଟ୍‌ର ଭର୍ତ୍ସନା, ସଂକ୍ରମଣ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସମାଲୋଚନା…

ନୂଆଦିଲ୍ଳୀ: ଭାରତରେ କରୋନାର ମହାସଙ୍କଟ ପାଇଁ ପ୍ରସିଦ୍ଧ ଭେଷଜ ପତ୍ରିକା ‘ଲାନ୍ସେଟ୍‌’ ନିଜର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଭର୍ତ୍ସନା କରିଛି । ମହାମାରୀକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ମୋଦି ସରକାର ସମାଲୋଚନା ଦବାଇବାରେ ଅଧିକ ବ୍ୟସ୍ତ…

ଆନ୍ତର୍ଜାତିକ ମାତୃ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ଆନ୍ତର୍ଜାତିକ ମାତୃ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ ମାତୃ ମୃତ୍ୟୁହାର ହ୍ରାସ ଓ ନିରାପଦ ମାତୃତ୍ୱର ପ୍ରସାର ପାଇଁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ନବୀନ ତାଙ୍କ ବାର୍ତ୍ତାରେ କହିଛନ୍ତି । ମହାମାରୀ ସମୟରେ ଆଶାକର୍ମୀ,…

କରୋନା ତାଣ୍ଡବ ଜାରି, ପଞ୍ଚମ ଥର ୪ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ୪୦୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ତାଣ୍ଡବ ଜାରି ରହିଛି । ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୪ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ତଥ୍ୟ ଅନୁସାରେ ଭାରତରେ ଆଉ ୪୦୩,୭୩୮ ମାମଲା…