ରାଜ୍ୟରେ ୧୦ ହଜାର ୬୩୫ ନୂଆ କୋରୋନା ଆକ୍ରାନ୍ତ, ୧୯ ମୃତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୬୩୫ କୋରୋନା ରୋଗୀ । ସଙ୍ଗରୋଧରୁ ୬ ହଜାର ୧୨ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୨୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୬୪ ଓ ସୁନ୍ଦରଗଡ ଜିଲ୍ଲାରୁ ୯୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ପଶ୍ଚିମ ଓଡିଶାରେ ବିଜେଡି ସାଧାରଣ ସଂପାଦକ ପ୍ରଣବଙ୍କ କୋଭିଡ୍ ସ୍ଥିତି ସମୀକ୍ଷା

ସମ୍ବଲପୁର : ବର୍ତ୍ତମାନ ରାଜନୀତି ଛାଡି ସମାଜ ପାଇଁ ଉତ୍ତରଦାୟିତ୍ବ ନିବାଇବାର ବେଳ । କରୋନା ମହାମାରୀ ସହ ସାରା ରାଜ୍ୟ ଲଢୁଥିବା ବେଳେ ସବୁ ପୀଡିତଙ୍କ ସହ ଛିଡା ହେବାର ବେଳ । ଏଥିପାଇଁ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ କରି ଏହି ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରକୃଷ୍ଟ ସମୟ ଆସିଛି ।…

Newsroom: Morning Headlines

Odisha Govt Prioritizes Vaccination of 18-44 Age Group In 5 Municipal Corporations BMC’s Drive-on Vaccination Covers 400 Beneficiaries on First Day Lancet Appreciates Odisha’s Better Preparedness In Fighting The Second Wave SC…

ରାଜ୍ୟଗୁଡିକୁ ଅକ୍ସିଜେନ ବିତରଣ ପାଇଁ ସୁପ୍ରିମକୋର୍ଟ ଗଠନ କଲେ ଜାତୀୟ ଟାସ୍କଫୋର୍ସ

ଭୁବନେଶ୍ୱର- କୋରୋନା ମହାମାରୀର ଦ୍ୱିତୀୟ ଲହର ସାରାଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ରୋଗୀଙ୍କୁ ଅକ୍ସିଜେନ ଅଭାବ ମୁଖ୍ୟ ସମସ୍ୟା ପାଲଟିଛି । କେନ୍ଦ୍ର ସରକାର ସବୁ ରାଜ୍ୟକୁ ଠିକ୍ ଭାବେ ଅକ୍ସିଜେନ ଯୋଗାଇ ପାରୁ ନାହାନ୍ତି । ବିଜ୍ଞାନସମ୍ମତ ଭାବେ ଅକ୍ସିଜେନ…