ଅକ୍ସିଜେନ ସିଲିଣ୍ଡର ରିଫିଲିଂ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ଅକ୍ସିଜେନ ସିଲିଣ୍ଡର ରିଫିଲିଂ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ବଢାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସିଲିଣ୍ଡର ପରିବହନ ପାଇଁ ଆବଶ୍ୟକ ଗାଡି…

କଡା କୋଭିଡ କଟକଣା ମଧ୍ୟରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା, ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର- ଏ ଥର କଠୋର କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆୟୋଜନ କରାଯିବ । ଧାର୍ମିକ ମହତ୍ତ୍ୱ ଦୃଷ୍ଟିରୁ ଶ୍ରୀଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷଙ୍କ ଆବେଦନ ବିଚାର କରି ଭୁବନେଶ୍ୱର ମହାନଗର ନିଗମ ବିଏମସି ଚନ୍ଦନ ଯାତ୍ରା ଲାଗି ଅନୁମତି ପ୍ରଦାନ କରିଛି । କୋଭିଡ…

ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ପଦ୍ଧତି ଚୂଡାନ୍ତ, ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ଆଧାରରେ ରେଜଲ୍ଟ

ଭୁବନେଶ୍ୱର- ଜୁନ ମାସ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ନେଇ ଗାଇଡଲାଇନ ଜାରି କରାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ନେଇ ପଦ୍ଧତି ଚୂଡାନ୍ତ ହୋଇଛି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ଆଧାରରେ ମାଟ୍ରିକ…

ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ରୋକିବା ନେଇ ଆବେଦନର ଶୀଘ୍ର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟକୁ କହିଲେ…

ନୂଆଦିଲ୍ଲୀ: ନୂଆ ସଂସଦ ଗୃହ ଏବଂ ଅନ୍ୟାନ୍ୟ କେନ୍ଦ୍ର ସରକାରୀ ଭବନ ଓ କାର୍ଯ୍ୟାଳୟ ପାଇଁ ନେଇ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଅଧୀନରେ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କୁ ଶୀଘ୍ର ଶୁଣାଣି କରିବାକୁ କହିଛନ୍ତି। ଦିଲ୍ଲୀରେ ବଢୁଥିବା କରୋନା ମାମଲାକୁ…

କର୍ଣ୍ଣାଟକକୁ ଅକ୍ସିଜେନ ଯୋଗାଣ ମାମଲାରେ କେନ୍ଦ୍ରକୁ ‘ସୁପ୍ରିମ’ ଝଟକା

ନୂଆଦିଲ୍ଲୀ: କର୍ଣ୍ଣାଟକକୁ ଅଧିକ ଅକ୍ସିଜେନ୍ ଯୋଗାଣ ମାମଲାରେ କେନ୍ଦ୍ରକୁ ‘ସୁପ୍ରିମ’ ଝଟ୍‌କା ଲାଗିଛି । କର୍ଣ୍ଣାଟକର ଅକ୍ସିଜେନ୍ କୋଟା ବଢ଼ାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର କରିଥିବା ଆବେଦନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।…