ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବଡ଼ ଘୋଷଣା, ପ୍ରତି ପରିବାରକୁ ମିଳିବ ୪୦୦୦ ଟଙ୍କା କରୋନା ସହାୟତା ରାଶି

ଚେନ୍ନାଇ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସହାୟତା ରାଶି ଭାବେ ରାଜ୍ୟର ପ୍ରତି ପରିବାରକୁ ୪୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଏ ସମ୍ବନ୍ଧୀୟ ଆଦେଶନାମାରେ ଷ୍ଟାଲିନ୍…

କୋଭିଡ୍ ଲଢେ଼ଇ ପାଇଁ ସହାୟତାର ହାତ ବଢେ଼ଇଲେ ବିରାଟ ଓ ଅନୁଷ୍କା, ୨ କୋଟି ଦାନ କଲେ

ମୁୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କୋଭିଡ-୧୯ ଲଢେଇରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏଥିପାଇଁ ଉଭୟ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ବିରାଟ ଏବଂ ଅନୁଷ୍କା ଜନ…

ନବୀନଙ୍କ ବଦାନ୍ୟତା : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର : କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରିଆସୁଥିଲେ । ଏହାର ଭଡ଼ା ବାବଦ ଦେୟ ଦୁଇ କୋଟି…

ରାଜ୍ୟ ସରକାରଙ୍କ ସୁଚିନ୍ତିତ କୋଭିଡ୍ ମୁକାବିଲା: ଲକଡାଉନ୍ ଭିତରେ ବି ଜୀବନ ଜୀବିକାକୁ ଗୁରୁତ୍ବ, ଆଶ୍ବସ୍ତ ହେଲେ ପରିବା…

ସମ୍ବଲପୁର : କରୋନାର ପ୍ରଥମ ଲହରରେ ଓଡିଶା ସଫଳ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସିତ ହୋଇସାରିଛି । ଆଉ ଏବେ ଦ୍ବିତୀୟ ଲହରର ବି ସଫଳ ମୁକାବିଲା ଦିଗରେ ସବୁ ପ୍ରଚେଷ୍ଟା ଜାରି ରଖିଛି । ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ୧୪ ଦିନିଆଁ ଲକଡାଉନ୍ ଘୋଷଣା…

କୋଭିଡ ସମୟରେ ମାନବିକତାର ଦୂତ

ପର କରିଦେଲା ପରିବାର। କରୋନା ସଂକ୍ରମଣର ଭୟ ଏତେ ଘାରିଲା ଯେ ପରିବାର ଲୋକ ମୃତଦେହ ଦେଖିଲେ ପଛେ ନେବାକୁ ପଛଘୁଞ୍ଚା ଦେଲେ । ଅଲୋଡ଼ା ହୋଇଗଲା ପାର୍ଥିବ ଶରୀର । ସମ୍ମାନର ସହ ଶେଷକୃତ୍ୟ ପାଇଁ ବେଶ୍ ଘାଣ୍ଟଚକଟ ହେବାକୁ ପଡିଲା। ଜୀବନ ବିକଳ ଭୟ ସତେଯେମିତି ମାନବିକତାକୁ ହିଁ ଶେଷ କରିଦେଲା। ହେଲେ…

ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ବନରାଜ ଭାଟିଆଙ୍କ ୯୩ ବର୍ଷ ବୟସରେ ପରଲୋକ

ମୁମ୍ବାଇ –ଜାତୀୟ ପୁରସ୍କାରପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ବନରାଜ ଭାଟିଆଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ଅନେକ ଦିନ ହେଲା ଅସୁସ୍ଥ ଥିଲେ । ଅନେକ ହିନ୍ଦି କଳାତ୍ମକ ଫିଲ୍ମ, ଟିଭି ଧାରାବାହିକ ଓ ବିଜ୍ଞାପନ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇ…

ମୋଦିଙ୍କୁ ରାହୁଲଙ୍କ ଚିଠି: ସ୍ପଷ୍ଟ ରଣନୀତି ଅଭାବରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ କୋଭିଡ୍ ସ୍ଥିତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ସଙ୍କଟ ପାଇଁ ସେ କେନ୍ଦ୍ରକୁ ଦାୟୀ କରିଛନ୍ତି । କେନ୍ଦ୍ରର ବିଫଳତା ପାଇଁ କାରଣରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ ପହଞ୍ଚିଛି ବୋଲି…