ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବଡ଼ ଘୋଷଣା, ପ୍ରତି ପରିବାରକୁ ମିଳିବ ୪୦୦୦ ଟଙ୍କା କରୋନା ସହାୟତା ରାଶି
ଚେନ୍ନାଇ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସହାୟତା ରାଶି ଭାବେ ରାଜ୍ୟର ପ୍ରତି ପରିବାରକୁ ୪୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଏ ସମ୍ବନ୍ଧୀୟ ଆଦେଶନାମାରେ ଷ୍ଟାଲିନ୍…