କାକଟପୁରରେ ଲୋକଙ୍କୁ ଜାଲ୍ କୋଭିଡ ଟେଷ୍ଟିଂ ରିପୋର୍ଟ ଦେଉଥିବା ପ୍ୟାଥୋଲୋଜି ଲ୍ୟାବ୍ ସିଲ୍

ଭୁବନେଶ୍ୱର- କୋରୋନା ମହାମାରୀ ଭଳି ସଂକଟ ମଧ୍ୟରେ ବି କିଛି ଲୋକେ ଅସାଧୁ ଉପାୟ ଅବଲମ୍ବନ କରିବାରେ ପଛାଉ ନାହାନ୍ତି । ଏଭଳି ଏକ ବିଷମ ପରିସ୍ଥିତିରେ ମଧ୍ୟ ସେମାନେ ଅନ୍ୟକୁ ଠକି, ଶୋଷଣ କରି ଫାଇଦା ନେବାରେ ହେଳା କରୁନାହାନ୍ତି । ପୁରୀ-କାକଟପୁର ଅଂଚଳରେ ଜାଲ୍ କୋଭିଡ ଟେଷ୍ଟିଂ ରିପୋର୍ଟ ଦେଇ…

ଆମକୁ କଡ଼ା ନିଷ୍ପତ୍ତି ନେବାକୁ ବାଧ୍ୟ କରନାହିଁ, ଅକ୍ସିଜେନ ସଙ୍କଟ ନେଇ ପୁଣି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟର ସମାଧାନ କରିବାରେ କେନ୍ଦ୍ର ବିଫଳ ହୋଇଛି । ଏନେଇ ସୁପ୍ରିମକୋର୍ଟ ଆଜି ପୁଣିଥରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହି ପ୍ରସଙ୍ଗରେ କଡ଼ା ନିଷ୍ପତ୍ତିି ନେବାକୁ ଆମକୁ ବାଧ୍ୟ କରନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ…

କେନ୍ଦ୍ର ଦ୍ୱାରା ଆଂବଟିତ ଟିକାର ସଠିକ ବ୍ୟବହାର ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ଆଂବଟିତ ଟିକାକୁ ସଠିକ୍ ଭାବେ ବ୍ୟବହାର କରାଯାଇଛି । ନଷ୍ଟ ଆଶଙ୍କାରେ ଆସୁଥିବା ଅତିରିକ୍ତ ଟିକାକୁ ମଧ୍ୟ ବ୍ୟବହାର କରାଯାଇଥିବା ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ନିଜ ମନକଥା କହିଲେ, ଆମ କଥା ଶୁଣିଲେନି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ । ସେ ନିଜେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଫୋନରେ କଥା ହୋଇଥିଲେ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବି ଫୋନ୍ କରି ମୋଦି ଝାଡ଼ଖଣ୍ଡରେ କରୋନା ସ୍ଥିତି…

ଓଡିଶାରେ ଚାଲୁଥିବା ୪ ସ୍ୱତନ୍ତ୍ର ଟ୍ରେନ ବାତିଲ, ସପ୍ତାହାନ୍ତ ସଟ୍‌ଡାଉନରେ ଦୁଇ ସପ୍ତାହ ଯାଏଁ ଚାଲିବ ନାହିଁ ୧୧ ଯୋଡା…

ଭୁବନେଶ୍ୱର- ଯାତ୍ରୀ ନ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ୪ଟି ଦୈନିକ ସ୍ୱତନ୍ତ୍ର ଟ୍ରେନ ବାତିଲ କରିଦିଆଯାଇଛି । ଭୁବନେଶ୍ୱର-ଜଗଦଲପୁର ସ୍ୱତନ୍ତ୍ର ଟ୍ରେନ ମେ ୮ରୁ ୨୨ ତାରିଖ ଯାଏଁ ବାତିଲ କରାଯାଇଛି । ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ମେ ୯ରୁ ୨୩ ଯାଏଁ ବାତିଲ କରାଯାଇଛି ।…