ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ

ଚେନ୍ନାଇ: ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଷ୍ଟାଲିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଷ୍ଟାଲିନଙ୍କ ସହ ତାଙ୍କ ଦଳର ୩୩ ଜଣ ନେତା ମନ୍ତ୍ରୀ…

ସଂକ୍ରମଣ ଓ ମୃତ୍ୟୁରେ ନୂଆ ରେକର୍ଡ: ଭାରତରେ ଦିନକରେ ୪.୧୪ ଲକ୍ଷ ନୂଆ ମାମଲା ସହ ୩୯୧୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଳୟ ଅବ୍ୟାହତ ରହିଛି । ଦୈନକ ସଂକ୍ରମଣରେ ଭାରତ ପୁଣିଥରେ ଅଲୋଡ଼ ରେକର୍ଡ କରିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ଗତ ୨୪ ଘଣ୍ଟାରେ ଦେଶରେ ୪୧୪,୧୮୮ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ମୃତ୍ୟୁସଂଖ୍ୟାରେ ମଧ୍ୟ ରେକର୍ଡ ବୃଦ୍ଧି…

ସାନ୍ତାଳୀ କବି ଓ ଅଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସାନ୍ତାଳୀ କବି ତଥା ଅଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଜାତିଙ୍କ ଉନ୍ନତି ଓ ପ୍ରଗତିରେ ରଘୁନାଥ ମୁର୍ମୁଙ୍କ ରଚିତ ସାନ୍ତାଳୀ ଭାଷାର ସ୍ୱତନ୍ତ୍ର…

କେନ୍ଦ୍ରରୁ ଆସୁନାହିଁ ଆବଶ୍ୟକ ଟିକା, ୧୫୦୦ ରୁ କେବଳ ୨୧୨ କେନ୍ଦ୍ରରେ ହିଁ ଆଜି ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ ଟିକା ନ ଥିବାରୁ କମ୍ କେନ୍ଦ୍ରରେ ହିଁ କୋଭିଡ ଟିକାକରଣ ହେଉଛି । ରାଜ୍ୟରେ ମୋଟ ୧୫ ଶହ କେନ୍ଦ୍ରରୁ ଆଜି କେବଳ ୨୧୨ଟିରେ ହିଁ ଟିକାକରଣ ହେଉଛି । ପ୍ରଥମ ଡୋଜ୍ ନେଇସାରିଥିବା ୧୭ ଲକ୍ଷ ୪୭ ହଜାର ଲୋକ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । ଏବେ ରାଜ୍ୟରେ କେନ୍ଦ୍ର…

ରାଜ୍ୟରେ ରେକର୍ଡ ୧୨୨୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରୁ ୨୦୭୩, ଖୋର୍ଦ୍ଧାରୁ ୧୮୨୮, ଦିନକରେ ୧୯ ମୃତ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ପୂର୍ବର ସବୁ ରେକର୍ଡ ଭଙ୍ଗ ହୋଇଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୨ ହଜାର ୨୩୮ ପଜିଟିଭ । ସଂଗରୋଧରୁ ୬ ହଜାର ୯୧୪ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୩୨୪ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାକୁ ପଛରେ ପକାଇ ସୁନ୍ଦରଗଡରୁ ସର୍ବାଧିକ…

Newsroom: Morning Headlines

PM Modi Speaks with CM Naveen Patnaik over COVID-19 Situation in Odisha Exempt GST on Purchase of COVID-19 Vaccine: Naveen to Centre Chattisa Nijog to Decide Whether Chandan Yatra to Be Held Outside Srimandir Naveen Wishes RS…

କରୋନା ଚେନ୍ ଭାଙ୍ଗିବାକୁ ରାଉରକେଲା ମହାନଗରବାସୀଙ୍କୁ ନିବେଦନ କଲେ କମିଶନର

ରାଉରକେଲା: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ରାଜ୍ୟରେ ଲକଡାଉନ୍ ଲାଗୁ କରିଛନ୍ତି। ତେଣୁ ଏହି ନିୟମକୁ ଠିକ ଭାବେ ପାଳନ କରି କୋଭିଡ୍ ମହାମାରୀ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଆଣିବା ଲାଗି ରାଉରକେଲା ମହାନଗରବାସୀଙ୍କୁ ଅନୁରୋଧ କରିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା। ଏହା ସହ…