ପୁଣି ବନ୍ଧା ହେଲା ପୁରୀର କୁଖ୍ୟାତ ଅପରାଧୀ ପପୁ ବରାଳ

ପୁରୀ - ପୁରୀର କୁଖ୍ୟାତ ଅପରାଧୀ ପପୁ ବରାଳକୁ ପୁଣି ବାନ୍ଧିଛି ପୋଲିସ । ତାକୁ ଜେଲ୍ ପଠାଇ ଦିଆଯାଇଛି । ଏଥର ମଦ ଦୋକାନ ଲଟେରୀ ଫିକ୍ସିଂ ମାମଲାରେ ଧୀରେନ୍ଦ୍ରନାଥ ବରାଳ ଓରଫ ପପୁକୁ ଟାଉନଥାନା ପୋଲିସ ଗିରଫ କରିଛି । ଟାଉନ, ସଦର,କୁମ୍ଭାରପଡା, ଚନ୍ଦନପୁର, ବଳିଆପଣ୍ଡା, ସମୁଦ୍ରକୂଳ ପ୍ରଭୁତି…

ଅକ୍ସିଜେନ ସଙ୍କଟ: କେନ୍ଦ୍ର ବିରୋଧରେ ଦିଲ୍ଲୀ ହାଇକୋର୍ଟର ଅଦାଲତ ଅବମାନନା ନୋଟିସ୍ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌

ନୂଆଦିଲ୍ଳୀ: ଅକ୍ସିଜେନ ସଙ୍କଟ ନେଇ କେନ୍ଦ୍ର ବିରୋଧରେ ଦିଲ୍ଲୀ ହାଇକୋର୍ଟର ଅଦାଲତ ଅବମାନନା ନୋଟିସ୍ ଉପରେ ସୁପ୍ରିମକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ଦିଲ୍ଲୀକୁ ଆଜି ରାତି ସୁଦ୍ଧା ହେବାକୁ ଥିବା ଅକ୍ସିଜେନ ଯୋଗାଣ ସମ୍ପର୍କରେ କାଲି ସକାଳ ୧୦ଟା ୩୦ ମିନିଟରେ ତଥ୍ୟ ଦେବାକୁ…

ଆନ୍ଧ୍ରରେ କୋରୋନାର ନୂଆ ଭୂତାଣୁ : ତେଲେଙ୍ଗାନା ଓ ଆନ୍ଧ୍ରରୁ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର- କୋରୋନାର ଦ୍ୱିତୀୟ ପ୍ରବାହ ଅଧିକ ମାରାତ୍ମକ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଭୂତାଣୁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହା ବର୍ତ୍ତମାନ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଗଞ୍ଜାମ, ରାୟଗଡା, ଗଜପତି, କୋରାପୁଟ,…

ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଂଚ ଏସଟିଏଫ, ୨ ଗିରଫ

ଭୁବନେଶ୍ୱର- ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚଏସଟିଏଫ । ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଏସଟିଏଫ ଚଢାଉ କରି ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ବିହାର ମୁଙ୍ଗେର ଅଂଚଳର ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ୱରର ଶ୍ରୀକୃଷ୍ଣପୁରର…

ମରାଠା ସଂରକ୍ଷଣ ଆଇନକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମରାଠା ସମ୍ପ୍ରଦାୟର ଲୋକଙ୍କ ପାଇଁ ସରକାରୀ ଚାକିରୀ ଏବଂ ଉଚ୍ଚଶିକ୍ଷାରେ ସଂରକ୍ଷଣ ସମ୍ବନ୍ଧୀୟ ମହାରାଷ୍ଟ୍ର ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ଆଜି ରଦ୍ଦି କରିଛନ୍ତି । ଏହି ଆଇନ୍ ୫୦% ସଂରକ୍ଷଣ ୀମା ଉଲ୍ଲଂଘନ କରୁଥିବାରୁ ଏହା ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।…

ଲକଡାଉନ ବେଳେ କଳାବଜାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ରାଜ୍ୟରେ କୋରୋନା ମୁକାବିଲା ପାଇଁ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେବା ମାତ୍ରକେ ଆଳୁପିଆଜ ଭଳି ଅତ୍ୟାବଶ୍ୟକ ଜିନିଷର ଦର ବଢିଥିବା ଅଭିଯୋଗ ହୋଇଛି । ମହଜୁଦକାରୀ ଓ କଳାବଜାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢାଇ ଦେଇଥିବା ଅଭିଯୋଗ ହେଉଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ…