ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କ ପରଲୋକ
ନୂଆଦିଲ୍ଳୀ: ଦୁଇ ଥରର ଜାମ୍ମୁକାଶ୍ମୀର ରାଜ୍ୟପାଳ ଜଗମୋହନ ମଲହୋତ୍ରାଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା ।
ଜଗମୋହନ ପ୍ରଥମେ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ହୋଇଥିଲେ । ଏହାପରେ ସେ ୧୯୯୦ରୁ…