କୃଷି ନିୟମ ବିରୁଦ୍ଧରେ କୃଷକ ଆନ୍ଦୋଳନ ଓ ସମ୍ବିଧାନ ବଞ୍ଚାଇବା ପାଇଁ ପ୍ରେରଣା

୨୬ ନଭେମ୍ବର ହେଉଛି ସମ୍ବିଧାନ ଦିବସ। ୧୯୪୯ ମସିହା ଏହି ଦିନରେ ଭାରତର ସମ୍ବିଧାନ ସଭା ସମ୍ବିଧାନକୁ ଗ୍ରହଣ କରି ପ୍ରଣୟନ କରିଥିଲେ ଓ ଆତ୍ମାର୍ପିତ କରିଥିଲେ। ୨୬ ନଭେମ୍ବରକୁ ୨୦୧୫ରୁ ମୋଦି ସରକାର ସମ୍ବିଧାନ ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହା ଏକ ବିଡମ୍ବନା ଯେ ଯେଉଁ ମୋଦି ସରକାର…