ରାଜ୍ୟସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର

ଭୁବନେଶ୍ୱର- ରାଜ୍ୟସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଛି ବିଜେଡି । ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ସଂପର୍କିତ ଲୋକସଭାରେ ପାସ ହେବା ଦରକାର ବୋଲି ସମ୍ବିତ କହିଥିଲେ । ଓଡିଶାରେ ୮୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ହୋଇଛି ବୋଲି ସସ୍ମିତ ପାତ୍ର କହିଥିଲେ ।

Comments are closed.