News Room Odisha
BREAKING
Odia

ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୯ ପ୍ରତିଶତ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର – ରାଜ୍ୟରେ ନିଅଣ୍ଟିଆ ବର୍ଷା । ଚଳିତ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି। ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏସବୁ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ସ୍ଥିତି ଅତି ଉତ୍କଟ ହୋଇଛି। ପୁରୀରେ ସ୍ୱାଭାବିକଠାରୁ ସର୍ବାଧିକ ୭୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୬୮,ବାଲେଶ୍ୱରରେ ୬୩, ବଲାଙ୍ଗିରରେ ୬୧ ଓ [...]

Admin•June 22, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ନିଅଣ୍ଟିଆ ବର୍ଷା । ଚଳିତ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି। ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏସବୁ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ସ୍ଥିତି ଅତି ଉତ୍କଟ ହୋଇଛି। ପୁରୀରେ ସ୍ୱାଭାବିକଠାରୁ ସର୍ବାଧିକ ୭୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୬୮,ବାଲେଶ୍ୱରରେ ୬୩, ବଲାଙ୍ଗିରରେ ୬୧ ଓ କେନ୍ଦୁଝରରେ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି। ୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

#Odia#Odisha#News
Share Article:

Related Articles