News Room Odisha
BREAKING
Odia

ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଉ ଏକ ଆସନରେ ପ୍ରାର୍ଥୀ ଘୋଷଣା କରିଛି। କୋରାପୁଟ ଜିଲ୍ଲାର ଜୟପୁର ଲୋକସଭା ଆସନରେ ଗୈ।ତମ ସାମନ୍ତରାୟଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏ ନେଇ ଦଳ ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି । ଗତ ନିର୍ବାଚନରେ ଗୈାତମ କଂଗ୍ରେସ, ବିଜେଡି ପ୍ରାର୍ଥୀଙ୍କ ପରେ ତୃତୀୟ ସ୍ଥାନରେ ଥିଲେ ।

Admin•April 21, 2024
Share Article:

#Odia#Odisha#News
Share Article:

Related Articles