News Room Odisha
BREAKING
Odisha

ରାଜଧାନୀବାସୀଙ୍କ ପାଇଁ ହେଲ୍ପଲାଇନ ଜାରି କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର- ରାଜଧାନୀବାସୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ । ସାଇବର ଅପରାଧ ସଂପର୍କରେ ଜଣାଇବା ପାଇଁ ଜାରି କରାଯାଇଥିବା ହେଲପଲାଇନ ନମ୍ବର ହେଉଛି -୭୪୪୦୦୦୬୭୦୯ । ମୋବାଇଲ ଫୋନ ହଜିଗଲେ ଜଣାଇବା ପାଇଁ ହେଲପଲାଇନ ନମ୍ବର ହେଉଛି -୭୦୭୭୭୯୮୧୧୧ । ହ୍ୱାଟସଆପ ଜରିଆରେ ମୋବାଇଲ୍ ଆଇଏମଆଇ ନମ୍ବର ଦେବାକୁ ଅନୁରୋଧ କରିଛି କମିଶନରେଟ ପୋଲିସ । ଦାଦାବଟି ବିରୋଧରେ ଜଣାଇବାକୁ ହ୍ୱାଟସଆପ୍ ନମ୍ବର -୯୯୩୮୯୧୦୦୦୦ ଦ୍ୱାର ପୋଲିସକୁ ଜଣାଇପାରିବେ ଲୋକେ । ଡ୍ରଗ୍ସ [...]

Admin•November 19, 2021
Share Article:
ରାଜଧାନୀବାସୀଙ୍କ ପାଇଁ ହେଲ୍ପଲାଇନ ଜାରି କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର- ରାଜଧାନୀବାସୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ । ସାଇବର ଅପରାଧ ସଂପର୍କରେ ଜଣାଇବା ପାଇଁ ଜାରି କରାଯାଇଥିବା ହେଲପଲାଇନ ନମ୍ବର ହେଉଛି -୭୪୪୦୦୦୬୭୦୯ । ମୋବାଇଲ ଫୋନ ହଜିଗଲେ ଜଣାଇବା ପାଇଁ ହେଲପଲାଇନ ନମ୍ବର ହେଉଛି -୭୦୭୭୭୯୮୧୧୧ । ହ୍ୱାଟସଆପ ଜରିଆରେ ମୋବାଇଲ୍ ଆଇଏମଆଇ ନମ୍ବର ଦେବାକୁ ଅନୁରୋଧ କରିଛି କମିଶନରେଟ ପୋଲିସ ।


ଦାଦାବଟି ବିରୋଧରେ ଜଣାଇବାକୁ ହ୍ୱାଟସଆପ୍ ନମ୍ବର -୯୯୩୮୯୧୦୦୦୦ ଦ୍ୱାର ପୋଲିସକୁ ଜଣାଇପାରିବେ ଲୋକେ । ଡ୍ରଗ୍ସ ଓ ଷ୍ଟ୍ରିଟ୍ କ୍ରାଇମ ପାଇଁ ହ୍ୱାଟସଆପ୍ ନମ୍ବର ହେଉଛି -୭୦୭୭୭୯୮୧୧୧ ।

#Odisha#Featured
Share Article:

Related Articles

Newsroom•Sep 22, 2026
Odisha Govt Transfers 4 IPS Officers