News Room Odisha
BREAKING
Odia

ରାଜସ୍ଥାନରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ

ଜୟପୁର: ଭାରତୀୟ ବାୟୁସେନାର ଏକ ମାନବ ରହିତ ସର୍ଭିଲାନ୍ସ ବିମାନ ଜୈସଲମେରଠାରୁ ୩୦ କିଲୋମିଟର ଦୂର ପିଥାଲା-ଜାଜିଆ ଗାଁ ନିକଟ ରୋଜାଣିୟୋଁକି ଧାନି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଞ୍ଚଳ ପାକିସ୍ତାନ ସୀମାକୁ ଲାଗିଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ପ୍ରଶାସନ ସହିତ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ [...]

Admin•April 25, 2024
Share Article:

ଜୟପୁର: ଭାରତୀୟ ବାୟୁସେନାର ଏକ ମାନବ ରହିତ ସର୍ଭିଲାନ୍ସ ବିମାନ ଜୈସଲମେରଠାରୁ ୩୦ କିଲୋମିଟର ଦୂର ପିଥାଲା-ଜାଜିଆ ଗାଁ ନିକଟ ରୋଜାଣିୟୋଁକି ଧାନି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଞ୍ଚଳ ପାକିସ୍ତାନ ସୀମାକୁ ଲାଗିଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ପ୍ରଶାସନ ସହିତ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ବାୟୁସେନାର ଅଧିକାରୀମାନେ ଦୁର୍ଘଟଣାର କାରଣ ନେଇ ତଦନ୍ତ କରୁଛନ୍ତି।

#Odia#Odisha#News
Share Article:

Related Articles