News Room Odisha
BREAKING
Odisha

କୋଭିଡ କଟକଣା ମଧ୍ୟରେ ପଶ୍ଚିମ ଓଡିଶାରେ ନୂଆଁଖାଇ,ଗଣପର୍ବର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆ ଧାନ ସହ ନୂଆ ଆଶା ନେଇ ସମସ୍ତେ ଭାଇଚାରାର ପର୍ବର ନୂଆଁଖାଇ ପର୍ବର ପାଳନ କରୁଛନ୍ତି । ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍। [...]

Admin•August 23, 2020
Share Article:

ଭୁବନେଶ୍ୱର : ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆ ଧାନ ସହ ନୂଆ ଆଶା ନେଇ ସମସ୍ତେ  ଭାଇଚାରାର ପର୍ବର ନୂଆଁଖାଇ ପର୍ବର ପାଳନ କରୁଛନ୍ତି ।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି । ଏଥର କୋଭିଡ-୧୯ ମହାମାରୀ ଯୋଗୁଁ  ନୂଆଁଖାଇ ପବ ର୍ର୍ କଟକଣା ମଧ୍ୟରେ ପାଳନ କରାଯାଉଛି । ସମ୍ବଲପୁରରେ ମାଆ ସମଲେଶ୍ୱରୀ ମନ୍ଦିରରେ ବି କୋରୋନ କଟକଣା ପାଳନ କରାଯାଇ କେବଳ ବିଧି ରକ୍ଷା କରାଯାଉଛି । ମନ୍ଦିରକୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ ।

ଭକ୍ତଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଫେସବୁକ ମାଧ୍ୟମରେ ଲାଇଭ୍ ଷ୍ଟିମିଂରେ ବ୍ୟବସ୍ଥା କରାଯାଇଛି । https://www.facebook.com/maasamaleswaritemple ରେ ମା ସମଲେଶ୍ବରିଙ୍କ ସମସ୍ତ ରିତିନୀତିକୁ ଦେଖିପାରିବେ ଭକ୍ତ ।

#Odisha#Featured#CM Naveen Patnaik#Nuakhai Celebrations
Share Article:

Related Articles

Newsroom•Sep 22, 2026
Odisha Govt Transfers 4 IPS Officers