News Room Odisha
BREAKING
Odia

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ମୁନି ଗତି ଦେଖି ସୁରେସ ଡେରାନା । କାମହି ବୋଲି କୀହ୍ନ ସଠମାନା ॥ ସହିତ ସହାୟ ଜାହୁ ମମ ହେତୁ । ଚଲେଉ ହରଷି ହିୟଁ ଜଲଚରକେତୁ ॥ ଭାବାର୍ଥ:- ମହର୍ଷି ନାରଦଙ୍କର ଏପରି ତପୋମୟ ସମାଧିସ୍ଥ ସ୍ଥିତି ଦେଖି ଦେବରାଜ ଇନ୍ଦ୍ରଦେବ ମନେ ମନେ ଡ଼ରିଗଲେ । ସଙ୍ଗେ ସଙ୍ଗେ କାମଦେବଙ୍କୁ ଡକାଇ ବହୁତ ସ୍ନେହର ସହିତ ଆଦର ସତ୍କାର କରି କହିଲେ, ହେ କାମଦେବ, ମୋର ହିତ [...]

Admin•January 2, 2024
Share Article:

॥ ବାଲ କାଣ୍ଡ ॥

ମୁନି ଗତି ଦେଖି ସୁରେସ ଡେରାନା ।
କାମହି ବୋଲି କୀହ୍ନ ସଠମାନା ॥
ସହିତ ସହାୟ ଜାହୁ ମମ ହେତୁ ।
ଚଲେଉ ହରଷି ହିୟଁ ଜଲଚରକେତୁ ॥

ଭାବାର୍ଥ:- ମହର୍ଷି ନାରଦଙ୍କର ଏପରି ତପୋମୟ ସମାଧିସ୍ଥ ସ୍ଥିତି ଦେଖି ଦେବରାଜ ଇନ୍ଦ୍ରଦେବ ମନେ ମନେ ଡ଼ରିଗଲେ । ସଙ୍ଗେ ସଙ୍ଗେ କାମଦେବଙ୍କୁ ଡକାଇ ବହୁତ ସ୍ନେହର ସହିତ ଆଦର ସତ୍କାର କରି କହିଲେ, ହେ କାମଦେବ, ମୋର ହିତ ପାଇଁ ତୁମେ ତୁମର ସହାୟକ ମାନଙ୍କ ସହିତ ଯାଇ ନାରଦ ମୁନିଙ୍କ ସମାଧି ଭଗ୍ନ କରିଦିଅ । ଦେବରାଜ ଇନ୍ଦ୍ରଙ୍କ ଠାରୁ ଏପରି ଶୁଣି ମୀନଧ୍ବଜ କାମଦେବ ମନେ ମନେ ଖୁସି ହୋଇ ଚାଲିଗଲେ ।

#Odia#Odisha#News
Share Article:

Related Articles