News Room Odisha
BREAKING
Odia

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ଭୋଜନ କରତ ଚପଲ ଚିତ ଇତ ଉତ ଅବସରୁ ପାଇ । ଭାଜି ଚଲେ କିଲକତ ମୁଖ ଦଧି ଓଦନ ଲପଟାଇ ॥ ଭାବାର୍ଥ :- ପ୍ରଭୁ ଭୋଜନ କରିବା ସମୟରେ ମଧ୍ୟ ଚଞ୍ଚଳ ଚିତ୍ତରେ ରୁହନ୍ତି । ବେଳେବେଳେ ପାଟିରେ ପାଟିଏ ଦହିଭାତ ଭର୍ତ୍ତି କରି ପାଟି କରି କରି ଘର ଏମୁଣ୍ଡରୁ ସେମୁଣ୍ଡ ଦୌଡି ଯାଆନ୍ତି ।

Admin•January 9, 2024
Share Article:

॥ ବାଲ କାଣ୍ଡ ॥

ଭୋଜନ କରତ ଚପଲ ଚିତ ଇତ ଉତ ଅବସରୁ ପାଇ ।
ଭାଜି ଚଲେ କିଲକତ ମୁଖ ଦଧି ଓଦନ ଲପଟାଇ ॥

ଭାବାର୍ଥ :- ପ୍ରଭୁ ଭୋଜନ କରିବା ସମୟରେ ମଧ୍ୟ ଚଞ୍ଚଳ ଚିତ୍ତରେ ରୁହନ୍ତି । ବେଳେବେଳେ ପାଟିରେ ପାଟିଏ ଦହିଭାତ ଭର୍ତ୍ତି କରି ପାଟି କରି କରି ଘର ଏମୁଣ୍ଡରୁ ସେମୁଣ୍ଡ ଦୌଡି ଯାଆନ୍ତି ।

#Odia#Odisha#News
Share Article:

Related Articles