News Room Odisha
BREAKING
Odia

ମାଲକାନଗିରିକୁ ଆରମ୍ଭ ହେଲା ବିମାନସେବା: ବିମାନବନ୍ଦରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

ମାଲକାନଗିରି -ଆକାଶପଥ ସହ ଯୋଡି ହୋଇଛି ମାଲକାନଗିରି। ସ୍ୱାଭିମାନ ଅଞ୍ଚଳରେ ଲେଖାଯାଇଛି ବିକାଶର ନୂଆ ଅଧ୍ୟାୟ। ଆଜି ମାଲକାନଗିରି ବିମାନବନ୍ଦରକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନବନ୍ଦରର ନବନିର୍ମିତ ରନୱେରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ ।

Admin•January 9, 2024
Share Article:

ମାଲକାନଗିରି -ଆକାଶପଥ ସହ ଯୋଡି ହୋଇଛି ମାଲକାନଗିରି। ସ୍ୱାଭିମାନ ଅଞ୍ଚଳରେ ଲେଖାଯାଇଛି ବିକାଶର ନୂଆ ଅଧ୍ୟାୟ। ଆଜି ମାଲକାନଗିରି ବିମାନବନ୍ଦରକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନବନ୍ଦରର

ନବନିର୍ମିତ ରନୱେରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ ।

#Odia#Odisha#News
Share Article:

Related Articles