News Room Odisha
BREAKING
Odia

ଜୟନ୍ତୀରେ ଫକୀର ମୋହନ ସେନାପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ଓଡ଼ିଆ ସାହିତ୍ୟର କଥା ସମ୍ରାଟ, ମହାନ ଔପନ୍ଯାସିକ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ।ଏହି ଅବସରରେ ବ୍ୟାସକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ସହ ନିଜ ସୃଜନ ସୃଷ୍ଟି ମାଧ୍ୟମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଅତୁଳନୀୟ ଅବଦାନ ପାଇଁ ଫକୀର ମୋହନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Admin•January 13, 2024
Share Article:

#Odia#Odisha#News
Share Article:

Related Articles