News Room Odisha
BREAKING
Odia

ପୂର୍ବତନ ଲୋକସଭା ସଦସ୍ୟ ଅନାଦି ଚରଣ ସାହୁଙ୍କ ପରଲୋକ

କଟକ – ବ୍ରହ୍ମପୁରର ପୂର୍ବତନ ସାଂସଦ ଅନାଦି ଚରଣ ସାହୁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କଟକ ସିଡିଏ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି। ଅବସରପ୍ରାପ୍ତ ଆଇପିଏସ ଅନାଦି ଚରଣ ସାହୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେ ଜଣେ ରାଷ୍ଟ୍ରପତି ପଦକ ପ୍ରାପ୍ତ ଆଇପିଏସ ଅଫିସର ଥିଲେ । ପରେ ସେ ରାଜନୀତିରେ [...]

Admin•January 20, 2024
Share Article:

କଟକ – ବ୍ରହ୍ମପୁରର ପୂର୍ବତନ ସାଂସଦ ଅନାଦି ଚରଣ ସାହୁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କଟକ ସିଡିଏ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି। ଅବସରପ୍ରାପ୍ତ ଆଇପିଏସ ଅନାଦି ଚରଣ ସାହୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେ ଜଣେ ରାଷ୍ଟ୍ରପତି ପଦକ ପ୍ରାପ୍ତ ଆଇପିଏସ ଅଫିସର ଥିଲେ । ପରେ ସେ ରାଜନୀତିରେ ପାଦ ଥାପିଥିଲେ ।

#Odia#Odisha#News
Share Article:

Related Articles