News Room Odisha
BREAKING
Odia

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ଚହୁଁ ଦିସି ଚିତଇ ପୁଁଛି ମାଲୀଗନ । ଲଗେ ଲେନ ଦଲ ଫୁଲ ମୁଦ୍ରିତ ମନ ॥ ତେହି ଅବସର ସୀତା ତହଁ ଆଈ । ଗିରିଜା ପୂଜନ ଜନନି ପଠାଈ ॥ ଭାବାର୍ଥ :- ଚାରିପଟେ ଦୃଷ୍ଟି ବୁଲାଇ ବଗିଚାରେ କାମ କରୁଥିବା ମାଳି ମାନଙ୍କୁ ପଚାରି ଆବଶ୍ୟକତା ଅନୁସାରେ ପତ୍ର ଫୁଲ ଆଦି ସଂଗ୍ରହ କରିବାକୁ ଲାଗିଲେ । ସେହି ସମୟରେ ମା ସୀତା ସେହି ବଗିଚାକୁ ଆସିଲେ [...]

Admin•February 3, 2024
Share Article:

॥ ବାଲ କାଣ୍ଡ ॥

ଚହୁଁ ଦିସି ଚିତଇ ପୁଁଛି ମାଲୀଗନ ।
ଲଗେ ଲେନ ଦଲ ଫୁଲ ମୁଦ୍ରିତ ମନ ॥
ତେହି ଅବସର ସୀତା ତହଁ ଆଈ ।
ଗିରିଜା ପୂଜନ ଜନନି ପଠାଈ ॥

ଭାବାର୍ଥ :- ଚାରିପଟେ ଦୃଷ୍ଟି ବୁଲାଇ ବଗିଚାରେ କାମ କରୁଥିବା ମାଳି ମାନଙ୍କୁ ପଚାରି ଆବଶ୍ୟକତା ଅନୁସାରେ ପତ୍ର ଫୁଲ ଆଦି ସଂଗ୍ରହ କରିବାକୁ ଲାଗିଲେ । ସେହି ସମୟରେ ମା ସୀତା ସେହି ବଗିଚାକୁ ଆସିଲେ । ତାଙ୍କ ମା’ ତାଙ୍କୁ ମାତା ଗିରିଜାଦେବୀ ପାର୍ବତୀଙ୍କ ପୂଜନ କରିବା ପାଇଁ ପଠାଇଥିଲେ ।

#Odia#Odisha#News
Share Article:

Related Articles