News Room Odisha
BREAKING
Odia

ଆସ୍ଥା ଭୋଟ୍‌ରେ ଭାଗ ନେବାକୁ ହେମନ୍ତ ସୋରେନଙ୍କୁ ଅନୁମତି

ରାଞ୍ଚି: ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତ ଶନିବାର ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଫେବୃଆରୀ ୫ରେ ରାଜ୍ୟ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟ୍‌ରେ ଭାଗ ନେବାକୁ ଅନୁମତି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ ରାଜ୍ୟର ନୂଆ ଚମ୍ପାଇ ସୋରେନ ସରକାରଙ୍କ ଆସ୍ଥା ଭୋଟରେ ଭାଗ ନେବାକୁ ଅନୁମତି ଦେବାକୁ ଏକ ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି । ଶୁକ୍ରବାର କୋର୍ଟ [...]

Admin•February 3, 2024
Share Article:

ରାଞ୍ଚି: ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତ ଶନିବାର ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଫେବୃଆରୀ ୫ରେ ରାଜ୍ୟ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟ୍‌ରେ ଭାଗ ନେବାକୁ ଅନୁମତି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ ରାଜ୍ୟର ନୂଆ ଚମ୍ପାଇ ସୋରେନ ସରକାରଙ୍କ ଆସ୍ଥା ଭୋଟରେ ଭାଗ ନେବାକୁ ଅନୁମତି ଦେବାକୁ ଏକ ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି । ଶୁକ୍ରବାର କୋର୍ଟ ସୋରେନଙ୍କୁ ପାଞ୍ଚ ଦିନିଆ ଇଡି ରିମାଣ୍ଡରେ ପଠାଇଥିଲେ ।

#Odia#Odisha#News
Share Article:

Related Articles