News Room Odisha
BREAKING
Odia

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ରାମ ଅତର୍କ୍ୟ ବୁଦ୍ଧି ମନ ବାନୀ । ମତ ହମାର ଅସ ସୁନହି ସୟାନୀ ॥ ତଦପି ସଂତ ମୁନି ବେଦ ପୁରାନା । ଜସ କଛୁ କହହିଂ ସ୍ବମତି ଅନୁମାନା ॥ ଭାବାର୍ଥ :- ଶ୍ରୀଶିବ ପାର୍ବତୀଙ୍କୁ କହିଲେ, ହେ ବିଦୁଷୀ ବୁଦ୍ଧିମତୀ ! ମୋ ମତରେ ବୁଦ୍ଧି, ମନ ଆଉ କଥା ଚାତୁରୀରେ ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ର ତର୍କସଂଗତ ବର୍ଣ୍ଣନା କରିବା କଠିନ । ତଥାପି, ସନ୍ଥମାନେ, ମୁନି ରୁଷି, [...]

Admin•February 7, 2024
Share Article:

॥ ବାଲ କାଣ୍ଡ ॥

ରାମ ଅତର୍କ୍ୟ ବୁଦ୍ଧି ମନ ବାନୀ ।
ମତ ହମାର ଅସ ସୁନହି ସୟାନୀ ॥
ତଦପି ସଂତ ମୁନି ବେଦ ପୁରାନା ।
ଜସ କଛୁ କହହିଂ ସ୍ବମତି ଅନୁମାନା ॥

ଭାବାର୍ଥ :- ଶ୍ରୀଶିବ ପାର୍ବତୀଙ୍କୁ କହିଲେ, ହେ ବିଦୁଷୀ ବୁଦ୍ଧିମତୀ ! ମୋ ମତରେ ବୁଦ୍ଧି, ମନ ଆଉ କଥା ଚାତୁରୀରେ ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ର ତର୍କସଂଗତ ବର୍ଣ୍ଣନା କରିବା କଠିନ । ତଥାପି, ସନ୍ଥମାନେ, ମୁନି ରୁଷି, ସମସ୍ତ ବେଦ ପୁରାଣ ଆଦିରେ ନିଜ ନିଜ ବୁଦ୍ଧି ଅନୁସାରେ ଯେପରି କିଛି କହିଛନ୍ତି, ସେପରି କହୁଛି ।

#Odia#Odisha#News
Share Article:

Related Articles