News Room Odisha
BREAKING
Odia

ବିଜେଡିରେ ମିଶିଲେ ସନ୍ତୃପ୍ତ ମିଶ୍ର

ଭୁବନେଶ୍ୱର – ବିଜେଡିରେ ଯୋଗ ଦେଇଛନ୍ତି ବିଶିଷ୍ଟ କର୍ପୋରେଟ ଅଧିକାରୀ ସନ୍ତୃପ୍ତ ମିଶ୍ର । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ। ଆଦିତ୍ୟ ବିର୍ଲା ଗ୍ରୁପର ଏଚଆର ଗ୍ରୁପ୍ ନିର୍ଦ୍ଦେଶକ ଥିଲେ ସନ୍ତୃପ୍ତ । ଡିସେମ୍ବରରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ସନ୍ତୃପ୍ତ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ [...]

Admin•February 9, 2024
Share Article:

ଭୁବନେଶ୍ୱର – ବିଜେଡିରେ ଯୋଗ ଦେଇଛନ୍ତି ବିଶିଷ୍ଟ କର୍ପୋରେଟ ଅଧିକାରୀ ସନ୍ତୃପ୍ତ ମିଶ୍ର । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ। ଆଦିତ୍ୟ ବିର୍ଲା ଗ୍ରୁପର ଏଚଆର ଗ୍ରୁପ୍ ନିର୍ଦ୍ଦେଶକ ଥିଲେ ସନ୍ତୃପ୍ତ । ଡିସେମ୍ବରରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ସନ୍ତୃପ୍ତ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ସେ କହିଛନ୍ତି।

#Odia#Odisha#News
Share Article:

Related Articles