News Room Odisha
BREAKING
Odia

ଗୀତା ଉପଦେଶ : ଈଶ୍ୱର ଶରଣାପର୍ଣ୍ଣ ବ୍ୟକ୍ତି ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ପଞ୍ଚମ ଅଧ୍ୟାୟରେ କହୁଛନ୍ତି : – ସର୍ବକର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ । ନବଦ୍ୱାରେ ପୁରେଦେହୀ ନୈବ କୁର୍ବନ୍ନ କାରୟନ୍। ଅର୍ଥାତ ଭଗବାନ କ‌ହିଲେ – ଶରୀରଧାରୀ ଜୀବ,ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି,ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ । [...]

Admin•February 18, 2024
Share Article:

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ପଞ୍ଚମ ଅଧ୍ୟାୟରେ କହୁଛନ୍ତି : –

ସର୍ବକର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ ।
ନବଦ୍ୱାରେ ପୁରେଦେହୀ ନୈବ କୁର୍ବନ୍ନ କାରୟନ୍।

ଅର୍ଥାତ ଭଗବାନ କ‌ହିଲେ –

ଶରୀରଧାରୀ ଜୀବ,ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି,ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ ।

(ଗୀତା ୫ମ ଅ। ୧୩ଶ ଶ୍ଲୋକ )

#Odia#Odisha#News
Share Article:

Related Articles