News Room Odisha
BREAKING
Odia

ମାସେ ଛୁଟିରେ ବିଜୟ ଅମୃତା କୁଲାଙ୍ଗେ, ରାଜେଶ ପ୍ରଭାକର ପାଟିଲ ବିଏମସିର ନୂଆ କମିଶନର

ଭୁବନେଶ୍ୱର – ଆଇଏଏସ ରାଜେଶ ପ୍ରଭାକର ପାଟିଲ ଭୁବନେଶ୍ବର ମହାନଗର ନିଗମ – ବିଏମସିର ନୂଆ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ବିଜୟ ଅମୃତା କୁଲାଙ୍ଗେ ମାସେ କାଳ ଛୁଟିରେ ଯାଉଥିବାରୁ ତାଙ୍କ ସ୍ଥାନରେ ପାଟିଲଙ୍କୁ ବିଏମସିର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି। ପାଟିଲ ୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଫିସର । ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏକ ମାସ ଛୁଟି ପାଇଁ କଳଳ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ମଞ୍ଜୁରି ମିଳିବା [...]

Admin•February 24, 2024
Share Article:

ଭୁବନେଶ୍ୱର – ଆଇଏଏସ ରାଜେଶ ପ୍ରଭାକର ପାଟିଲ ଭୁବନେଶ୍ବର ମହାନଗର ନିଗମ – ବିଏମସିର ନୂଆ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ବିଜୟ ଅମୃତା କୁଲାଙ୍ଗେ ମାସେ କାଳ ଛୁଟିରେ ଯାଉଥିବାରୁ ତାଙ୍କ ସ୍ଥାନରେ ପାଟିଲଙ୍କୁ ବିଏମସିର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି। ପାଟିଲ ୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଫିସର । ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏକ ମାସ ଛୁଟି ପାଇଁ କଳଳ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ମଞ୍ଜୁରି ମିଳିବା ପରେ ଆଜିଠାରୁ ସେ ଛୁଟିରେ ଯାଉଛନ୍ତି। ଛୁଟିରୁ ଫେରିବା ପରେ କୁଲାଙ୍ଗେଙ୍କୁ ନୂଆ ନିଯୁକ୍ତି ମିଳିବ ବୋଲି ସାଧାରଣ ପ୍ରଶାସନ ପକ୍ଷରୁ କୁହାଯାଇଛି ।

#Odia#Odisha#News
Share Article:

Related Articles