News Room Odisha
BREAKING
Odia

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ୱର – ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ରାଜନୀତିରେ ପ୍ରବେଶ କରିଛନ୍ତି । ବିଜେଡିରେ ସାମିଲ ହୋଇଛନ୍ତି ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଅରବିନ୍ଦ। ବାପା ବିଜୟ ମହାପାତ୍ର ବିଜେପିରେ ଅଛନ୍ତି । ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଶ୍ ସକ୍ରିୟ ରହିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଅରବିନ୍ଦଙ୍କୁ ଦେଖିବାକୁ ମିଳୁଥିଲା ।

Admin•March 7, 2024
Share Article:

#Odia#Odisha#News
Share Article:

Related Articles