News Room Odisha
BREAKING
Odia

ଦୁଇ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି – ଦୁଇ କୁଖ୍ୟାତ ମାଓବାଦୀ ମାଲକାନଗିରି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କଡତି ହୁରା ଏବଂ ଗଙ୍ଗା କାର୍ଯ୍ୟାମୀ ବୋଲି ଜଣାପଡିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଏହି ସୂଚନା ଦେଇଛନ୍ତି। ଦୁଇ ମାଓବାଦୀଙ୍କ ନାମରେ ଅନେକ ମାମଲା ରହିଛି । ମାଓ ସଙ୍ଗଠନ ନିଜର ନୀତି ଓ ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଥିବା [...]

Admin•March 15, 2024
Share Article:

ମାଲକାନଗିରି – ଦୁଇ କୁଖ୍ୟାତ ମାଓବାଦୀ ମାଲକାନଗିରି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କଡତି ହୁରା ଏବଂ ଗଙ୍ଗା କାର୍ଯ୍ୟାମୀ ବୋଲି ଜଣାପଡିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଏହି ସୂଚନା ଦେଇଛନ୍ତି।

ଦୁଇ ମାଓବାଦୀଙ୍କ ନାମରେ ଅନେକ ମାମଲା ରହିଛି । ମାଓ ସଙ୍ଗଠନ ନିଜର ନୀତି ଓ ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

#Odia#Odisha#News
Share Article:

Related Articles