News Room Odisha
BREAKING
Odia

ସାଂସ୍କୃତିକ ଉତ୍ସବ ପାଇଁ ଭିସୁଟ ଛାତ୍ରଛାତ୍ରୀମାନଙ୍କୁ ପାଶ୍ଚାତ୍ୟ ପୋଷାକ ମନା !

ସମ୍ୱଲପୁର – ଆଗାମୀ ଟେକ୍ନୋ- ସାଂସ୍କୃତିକ ଉତ୍ସବ ପାଇଁ ଭିସୁଟ ଛାତ୍ରଛାତ୍ରୀମାନଙ୍କୁ ପାଶ୍ଚାତ୍ୟ ପୋଷାକ ପିନ୍ଧିବା ମନା । ଭିସୁଟ କୁଳପତି ଡକ୍ଟର ବଂଶୀଧର ମାଝୀ ଛାତ୍ରଛାତ୍ରୀମାନଙ୍କୁ ପାଶ୍ଚାତ୍ୟ ପୋଷାକ ନ ପିନ୍ଧିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସାଂସ୍କୃତିକ ଉତ୍ସବ ପାଇଁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି କ୍ୟାମ୍ପସ ପରିସରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଛାତ୍ରଛାତ୍ରୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଭିସୁଟ ମୁଖ୍ୟ ଫାଟକ ଭିତରକୁ ଛଡା ଯିବନାହିଁ। [...]

Admin•March 21, 2024
Share Article:

ସମ୍ୱଲପୁର – ଆଗାମୀ ଟେକ୍ନୋ- ସାଂସ୍କୃତିକ ଉତ୍ସବ ପାଇଁ ଭିସୁଟ ଛାତ୍ରଛାତ୍ରୀମାନଙ୍କୁ ପାଶ୍ଚାତ୍ୟ ପୋଷାକ ପିନ୍ଧିବା ମନା । ଭିସୁଟ କୁଳପତି ଡକ୍ଟର ବଂଶୀଧର ମାଝୀ ଛାତ୍ରଛାତ୍ରୀମାନଙ୍କୁ ପାଶ୍ଚାତ୍ୟ ପୋଷାକ ନ ପିନ୍ଧିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସାଂସ୍କୃତିକ ଉତ୍ସବ ପାଇଁ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି କ୍ୟାମ୍ପସ ପରିସରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଯଦି ଛାତ୍ରଛାତ୍ରୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଭିସୁଟ ମୁଖ୍ୟ ଫାଟକ ଭିତରକୁ ଛଡା ଯିବନାହିଁ। ଏହାସହ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ୟ୍ୟାଊନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

#Odia#Odisha#News
Share Article:

Related Articles