News Room Odisha
BREAKING
Odia

ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର – ରାଜ୍ୟରେ ଖରା ପ୍ରକୋପକୁ ଦେଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ। ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲରେ ହେବ ସକାଳୁଆ କ୍ଲାସ ହେବ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସକାଳୁଆ ପାଠପଢା ହେବ । ସକାଳ ୭ଟାରୁ ମଧ୍ଯାହ୍ନ ୧୧ଟା ୩୦ ଯାଏଁ କ୍ଲାସ ଚାଲିବ । ସ୍କୁଲରେ ପାନୀୟ ଜଳ, ଓଆରଏସ ଏବଂ ଅନ୍ଯ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ [...]

Admin•March 30, 2024
Share Article:
ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର – ରାଜ୍ୟରେ ଖରା ପ୍ରକୋପକୁ ଦେଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ। ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲରେ ହେବ ସକାଳୁଆ କ୍ଲାସ ହେବ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସକାଳୁଆ ପାଠପଢା ହେବ । ସକାଳ ୭ଟାରୁ ମଧ୍ଯାହ୍ନ ୧୧ଟା ୩୦ ଯାଏଁ କ୍ଲାସ ଚାଲିବ । ସ୍କୁଲରେ ପାନୀୟ ଜଳ, ଓଆରଏସ ଏବଂ ଅନ୍ଯ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ମାର୍ଗଦର୍ଶିକା ଜାରି ହୋଇଛି।

#Odia#Odisha#News
Share Article:

Related Articles