ଆଜି ଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରି, କଣ ରହିଛି ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ ଓ ବିଧି ବିଧାନ
ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅର୍ଥାତ ଚୈତ୍ର ନବରାତ୍ରି ରୁ ଆରମ୍ଭ ହୋଇଥାଏ ହିନ୍ଦୁ ନବବର୍ଷ ଠାରୁ ଆରମ୍ଭ ହୋଇଥାଏ l ଚୈତ୍ର ନବରାତ୍ରି କୁ ବସନ୍ତ ନବରାତ୍ରି ବୋଲି ମଧ୍ୟ କୁହାଯାଇଥାଏ l ଏହା ହିନ୍ଦୁ ମାନଙ୍କ ର ପ୍ରଥମ ନବରାତ୍ରି ଅଟେ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରି ଚଳିତ ବର୍ଷ ଅପ୍ରେଲ ୮ ତାରିଖ ରାତି ୧୧ ଟା ବାଜି ୫୦ ମିନିଟ ରେ ଆରମ୍ଭ ହୋଇ ୯ ତାରିଖ [...]
ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅର୍ଥାତ ଚୈତ୍ର ନବରାତ୍ରି ରୁ ଆରମ୍ଭ ହୋଇଥାଏ ହିନ୍ଦୁ ନବବର୍ଷ ଠାରୁ ଆରମ୍ଭ ହୋଇଥାଏ l ଚୈତ୍ର ନବରାତ୍ରି କୁ ବସନ୍ତ ନବରାତ୍ରି ବୋଲି ମଧ୍ୟ କୁହାଯାଇଥାଏ l ଏହା ହିନ୍ଦୁ ମାନଙ୍କ ର ପ୍ରଥମ ନବରାତ୍ରି ଅଟେ l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରି ଚଳିତ ବର୍ଷ ଅପ୍ରେଲ ୮ ତାରିଖ ରାତି ୧୧ ଟା ବାଜି ୫୦ ମିନିଟ ରେ ଆରମ୍ଭ ହୋଇ ୯ ତାରିଖ ରାତି ୮ ଟା ୩୦ ମିନିଟ ରେ ସମାପ୍ତ ହେବାକୁ ଯାଉଛି l
ଏହି ଦିନ ଘଟ ସ୍ଥାପନା ମୁହୂର୍ତ୍ତ ସକାଳ ୬ ଟା ୨ ମିନିଟ ରୁ ୧୦ ଟା ୧୬ ମିନିଟ ପର୍ଯ୍ୟନ୍ତ ସମୟ ରହିବ l
କଳସ ସ୍ଥାପନା ର ଅଭିଜିତ ମୁହୂର୍ତ୍ତ ସକାଳ ୧୧ ଟା ୫୭ ମିନିଟ ଦ୍ବିପ୍ରହର ୧୨ ଟା ୪୮ ମିନିଟ ପର୍ଯ୍ୟନ୍ତ ସମୟ ରହିବ l
ଚଳିତ ବର୍ଷ ନବରାତ୍ରି ମଙ୍ଗଳବାର ୯ ତାରିଖ ଆରମ୍ଭ ହେବାକୁ ଯାଉଛି l ନବରାତ୍ରି ଦିନ ମଙ୍ଗଳବାର ଓ ଶନିବାର ଦିନ ମା ଙ୍କ ଆଗମନ ଘୋଡା ରେ ହେବ l ମାତା ଯଦି ଘୋଡା ରେ ଆସିବେ ତେବେ ପ୍ରାକୃତିକ ବିପଦ ଦେଶ ପାଇଁ ରହିବ l
ଚୈତ୍ର ନବରାତ୍ରି ରେ କଳସ ସ୍ଥାପନା କରିବା ଦ୍ୱାରା ଦରିଦ୍ରତା , ଦୁଃଖ ର ନାଶ ହୋଇଥାଏ l ବୈବାହିକ ଜୀବନ ସୁଖମୟ ହୋଇଥାଏ l
ଯେଉଁ ଘରେ ନବରାତ୍ରି ସମୟ ରେ ଘଟ ସ୍ଥାପନା ହୋଇଥାଏ ସେଠାରେ କଦାପି ଘର ଅନ୍ଧାର ହେବା ଉଚିତ ନୁହେଁ l ଏବଂ ଘରକୁ ଖାଲି ଛାଡିବା ଉଚିତ ନୁହେଁ
୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ଜଳାଇବା ଉଚିତ , ଏବଂ ଘର କୁ ସଫା ସୁତୁରା ରଖିବା ଜରୁରୀ l
ଏହି ନବଦିନ ମସଂହାରୀ ଭୋଜନ କରିବା ଉଚିତ ନୁହେଁ, ଏବଂ ଦାଢ଼ି କାଟିବା ଓ କେଶ କାଟିବା ମଧ୍ୟ ଉଚିତ ନୁହେଁ
ଏହି ନବରାତ୍ରି ସମୟ ରେ ବ୍ରତ ଧାରୀ ମାନେ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ l
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
Next Articleତାରାତାରିଣୀ ପୀଠରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
