News Room Odisha
BREAKING
Odia

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ନଭ ଅରୁ ନଗର କୋଲାହଲ ହୋଈ । ଆପନି ପର କଛୁ ସୁନଇ ନ କୋଈ ॥ ଏହି ବିଧି ରାମୁ ମଣ୍ଡପହିଂ ଆଏ । ଅରଘୁ ଦେଇ ଆସନ ବୈଠାଏ ॥ ଭାବାର୍ଥ :- ଜନକପୁର ଠାରୁ ସ୍ବର୍ଗଲୋକ ପର୍ଯ୍ୟନ୍ତ ଆନନ୍ଦ ଉତ୍ସାହର ବାତାବରଣ ଥିଲା, ଇହ ଲୋକ ପର ଲୋକର ଭେଦ ନଥିଲା, ଯେପରି କେହି କାହାକଥା ଶୁଣୁନଥିଲେ । ଏହି ପ୍ରକାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବିବାହ ମଣ୍ଡପରେ [...]

Admin•April 20, 2024
Share Article:

॥ ବାଲ କାଣ୍ଡ ॥

ନଭ ଅରୁ ନଗର କୋଲାହଲ ହୋଈ ।
ଆପନି ପର କଛୁ ସୁନଇ ନ କୋଈ ॥
ଏହି ବିଧି ରାମୁ ମଣ୍ଡପହିଂ ଆଏ ।
ଅରଘୁ ଦେଇ ଆସନ ବୈଠାଏ ॥

ଭାବାର୍ଥ :- ଜନକପୁର ଠାରୁ ସ୍ବର୍ଗଲୋକ ପର୍ଯ୍ୟନ୍ତ ଆନନ୍ଦ ଉତ୍ସାହର ବାତାବରଣ ଥିଲା, ଇହ ଲୋକ ପର ଲୋକର ଭେଦ ନଥିଲା, ଯେପରି କେହି କାହାକଥା ଶୁଣୁନଥିଲେ । ଏହି ପ୍ରକାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବିବାହ ମଣ୍ଡପରେ ଆସିଲେ ଏବଂ ସୂର୍ଯ୍ୟଦେବଙ୍କୁ ଘୃତ ଅର୍ଘ୍ୟ ଦେବା ପରେ ରାଜା ଜନକ ନେଇ ଯଥା ଆସନରେ ବସାଇଲେ ।

#Odia#Odisha#News
Share Article:

Related Articles