News Room Odisha
BREAKING
Odia

ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥ ଅସ କହି କୁଟିଲ ଭଈ ଉଠି ଠାଢୀ। ମାନହୁଁ ରୋଷ ତରଙ୍ଗିନି ବାଢୀ ॥ ପାପ ପହାର ପ୍ରଗଟ ଭି ସୋଈ । ଭରୀ କ୍ରୋଧ ଜଲ ଜାଇ ନ ଜୋଈ ॥ ଭାବାର୍ଥ :- ଏପରି କହିସାରି କୁଟିଳ ବୁଦ୍ଧି ସମ୍ପର୍ଣ୍ଣା ରାଣୀ କୈକେୟୀ ଉଠି ଏପରି ଠିଆ ହେଲେ, ସତେ ଯେପରି କ୍ରୋଧ ରୂପୀ ନଦୀ ପ୍ରବଳ ବେଗରେ ଉଠିଛି । ସେହି ନଦୀ ପାପ ରୂପ ପାହାଡ଼ରୁ [...]

Admin•April 25, 2024
Share Article:

॥ ଅଯୋଧ୍ୟା କାଣ୍ଡ ॥

ଅସ କହି କୁଟିଲ ଭଈ ଉଠି ଠାଢୀ। ମାନହୁଁ ରୋଷ ତରଙ୍ଗିନି ବାଢୀ ॥ ପାପ ପହାର ପ୍ରଗଟ ଭି ସୋଈ । ଭରୀ କ୍ରୋଧ ଜଲ ଜାଇ ନ ଜୋଈ ॥

ଭାବାର୍ଥ :- ଏପରି କହିସାରି କୁଟିଳ ବୁଦ୍ଧି ସମ୍ପର୍ଣ୍ଣା ରାଣୀ କୈକେୟୀ ଉଠି ଏପରି ଠିଆ ହେଲେ, ସତେ ଯେପରି କ୍ରୋଧ ରୂପୀ ନଦୀ ପ୍ରବଳ ବେଗରେ ଉଠିଛି । ସେହି ନଦୀ ପାପ ରୂପ ପାହାଡ଼ରୁ ଉଦଗମ ହୋଇ କ୍ରୋଧ ରୂପୀ ଜଳରେ ପରିପୂର୍ଣ୍ଣ ହୋଇ ଏପରି ଭୟାନକ ରୂପେ ଆସିଛି ଯେ ତାକୁ ଚାହିଁ ହେଉ ନଥାଏ ।

#Odia#Odisha#News
Share Article:

Related Articles