News Room Odisha
BREAKING
Odia

ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ ଲିକ୍, ୧୫ରୁ ଅଧିକ ଅସୁସ୍ଥ

ବାଲେଶ୍ଵର – ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ ଲିକ୍। ବାଲେଶ୍ବର ଜିଲ୍ଳା ରେମୁଣା ବ୍ଲକ ଗଡ଼ିଆମାଳ ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ଏଥିରେ ଶ୍ବାସରୁଦ୍ଧ ହୋଇ ୧୫ରୁ ଅଧିକ ମହିଳା ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ପ୍ଲାଣ୍ଟରୁ ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍‌ ହୋଇଥିବା ସୂଚନା ମିଳିଛି। ଅସୁସ୍ଥମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

Admin•May 17, 2024
Share Article:

ବାଲେଶ୍ଵର – ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ ଲିକ୍। ବାଲେଶ୍ବର ଜିଲ୍ଳା ରେମୁଣା ବ୍ଲକ ଗଡ଼ିଆମାଳ ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ଏଥିରେ ଶ୍ବାସରୁଦ୍ଧ ହୋଇ ୧୫ରୁ ଅଧିକ ମହିଳା ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ପ୍ଲାଣ୍ଟରୁ
ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍‌ ହୋଇଥିବା ସୂଚନା ମିଳିଛି। ଅସୁସ୍ଥମାନଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

#Odia#Odisha#News
Share Article:

Related Articles