News Room Odisha
BREAKING
Odia

ବୁଥରେ ପଶି ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ପୋଲିଂ କର୍ମଚାରୀଙ୍କୁ ମାରଧର

ଭୁବନେଶ୍ୱର – ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ବିବାଦୀୟ ନେତା ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ବୁଥରେ ଇଭିଏମ ଭାଙ୍ଗିବା ଅଭିଯୋଗ ହୋଇଛି।ପରେ ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ପଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଧରି ଅଟକ ରଖିଥିଲା। ବିଶୃଙ୍ଖଳିତ ଆଚରଣ ପାଇଁ ପରିଚିତ ପ୍ରଶାନ୍ତ ଜଗଦ୍ଦେବ ଆଜି ବୋଲଗଡ଼ ବ୍ଲକର ବଡ଼ କୁମାରୀ ପଞ୍ଚାୟତର ଏକ ପୋଲିଂ ବୁଥରେ ପଶି ଇଭିଏମ ନଷ୍ଟ କରିବା [...]

Admin•May 25, 2024
Share Article:

ଭୁବନେଶ୍ୱର – ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ବିବାଦୀୟ ନେତା ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ବୁଥରେ ଇଭିଏମ ଭାଙ୍ଗିବା ଅଭିଯୋଗ ହୋଇଛି।ପରେ ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ପଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଧରି ଅଟକ ରଖିଥିଲା। ବିଶୃଙ୍ଖଳିତ ଆଚରଣ ପାଇଁ ପରିଚିତ ପ୍ରଶାନ୍ତ ଜଗଦ୍ଦେବ ଆଜି ବୋଲଗଡ଼ ବ୍ଲକର ବଡ଼ କୁମାରୀ ପଞ୍ଚାୟତର ଏକ ପୋଲିଂ ବୁଥରେ ପଶି ଇଭିଏମ ନଷ୍ଟ କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଛି।

#Odia#Odisha#News
Share Article:

Related Articles