News Room Odisha
BREAKING
Odia

ରାମୋଜୀ ରାଓଙ୍କ ବିୟୋଗରେ ବିଜେଡି ସୁପ୍ରିମୋଙ୍କ ଶୋକ

ଭୁବନେଶ୍ୱର – ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମିଡ଼ିଆ ଟାଇକୁନ୍ ରାମୋଜୀ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସାମ୍ବାଦିକତା ଓ ମିଡିଆ କ୍ଷେତ୍ରରେ ରାମୋଜୀ ରାଓଙ୍କ ଉତ୍ସର୍ଗୀକୃତ ମନୋଭାବ ଅବିସ୍ମରଣୀୟ। ତାଙ୍କ ଜୀବନଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି।

Admin•June 8, 2024
Share Article:

#Odia#Odisha#News
Share Article:

Related Articles