ମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ
ମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ ନିର୍ମଳା ସୀତାରମଣ – ଅର୍ଥ [...]
ମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ
ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ
ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ
ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ
ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ
ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ
ନିର୍ମଳା ସୀତାରମଣ – ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ
ଏସ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ
ମନୋହର ଲାଲ୍ ଖଟ୍ଟର – ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ମନ୍ତ୍ରୀ
ଏଚ.ଡି କୁମାରସ୍ୱାମୀ – ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ
ପୀୟୁଷ ଗୋଏଲ – ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରୀ
ଜିତନ୍ ରାମ ମାଞ୍ଝୀ – ଏମଏସଏମଇ ମନ୍ତ୍ରୀ
ଲଲନ୍ ସିଂହ – ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ
ସର୍ବାନନ୍ଦ ସୋନୱାଲ – ବନ୍ଦର, ଜଳପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ
ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ
କେ. ରାମମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ପ୍ରହଲ୍ଲାଦ ଯୋଶୀ – ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ
ଜୁଏଲ୍ ଓରାମ – ଆଦିବାସୀ ବ୍ୟାପାର ମନ୍ତ୍ରୀ
ଗିରିରାଜ ସିଂ – ବୟନ ଶିଳ୍ପ ମନ୍ତ୍ରୀ
ଅଶ୍ୱିନୀ ବୈଷ୍ଣବ – ରେଳ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ, ଇଲେକ୍ଟୋନିକ୍ସ ଏବଂ ଆଇଟି ମନ୍ତ୍ରୀ
ଜ୍ୟୋତିରାଦିତ୍ୟ ସିନ୍ଧିଆ – ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ
ଭୂପେନ୍ଦ୍ର ଯାଦବ – ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖାୱତ – ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
ଅନ୍ନପୂର୍ଣ୍ଣା ଦେବୀ – ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ
କିରଣ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ହରଦୀପ ସିଂହ ପୁରୀ – ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ
ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ବିଭାଗ ମନ୍ତ୍ରୀ ଏବଂ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ
ଜି. କିଷାନ ରେଡ୍ଡୀ –ଖଣି ଓ କୋଇଲା ମନ୍ତ୍ରୀ
ଚିରାଗ ପାସୱାନ୍ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ସିଆର୍ ପାଟିଲ – ଜଳଶକ୍ତି ମନ୍ତ୍ରୀ
ମୋଦି ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ, ପୂର୍ବ ବିଭାଗ ବଜାୟ ରଖିଲେ ଓଡ଼ିଶାର ତିନି ମନ୍ତ୍ରୀ
Next ArticleElaborate Security Arrangements in Place for June 12 Oath-taking Ceremony in Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
