News Room Odisha
BREAKING
Odia

ରାଜ୍ୟସଭାରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବିଜେଡି, ଓଡ଼ିଶାର ସ୍ୱାର୍ଥ ପାଇଁ ଲଢିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର – ନବୀନ ନିବାସରେ ବିଜେଡି ରାଜ୍ୟସଭା ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଲୋକସଭାରେ ସଦସ୍ୟ ନଥିଲେ ମଧ୍ୟ ରାଜ୍ୟସଭାରେ ଦଳର ସଦସ୍ୟମାନେ ବିରୋଧୀର ଭୂମିକା ନିର୍ବାହ କରିବେ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର ହେବ ବୋଲି ବୈଠକ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସୁଲତା ଦେଓ । ଶିକ୍ଷା, ସ୍ବାସ୍ଥ୍ୟ, ଯୁବକ, ଚାଷୀ, ମହିଳାଙ୍କ ଅଧିକାରକୁ ପ୍ରସଙ୍ଗ [...]

Admin•June 24, 2024
Share Article:

ଭୁବନେଶ୍ୱର – ନବୀନ ନିବାସରେ ବିଜେଡି ରାଜ୍ୟସଭା ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଲୋକସଭାରେ ସଦସ୍ୟ ନଥିଲେ ମଧ୍ୟ ରାଜ୍ୟସଭାରେ ଦଳର ସଦସ୍ୟମାନେ ବିରୋଧୀର ଭୂମିକା ନିର୍ବାହ କରିବେ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର ହେବ ବୋଲି ବୈଠକ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସୁଲତା ଦେଓ ।

ଶିକ୍ଷା, ସ୍ବାସ୍ଥ୍ୟ, ଯୁବକ, ଚାଷୀ, ମହିଳାଙ୍କ ଅଧିକାରକୁ ପ୍ରସଙ୍ଗ କରିବ ବିଜେଡି । ଲୋକସଭାରେ ଦଳର ଅନୁପସ୍ଥିତିକୁ ରାଜ୍ୟସଭାରେ ପୂରଣ କରାଯିବ ବୋଲି ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତିି।

#Odia#Odisha#News
Share Article:

Related Articles