News Room Odisha
BREAKING
Odia

ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍

ଭୁବନେଶ୍ବର – ଆଗାମୀ ରଥଯାତ୍ରାରେ ରାଜ୍ୟର ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍। ଏହାଛଡା ଓଡିଶାରୁ ଦେଶର ପ୍ରମୁଖ ଧର୍ମସ୍ଥଳୀକୁ ମଧ୍ୟ ବସ ଚଳାଚଳ ହେବ । ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି ‌। ଅଯୋଧ୍ୟା, ବୃନ୍ଦାବନ, ତିରୁପତି, ମହାକାଳେଶ୍ୱର, ବାରଣାସୀକୁ ଓଡ଼ିଶାରୁ ଚାଲିବ ବସ। ଲକ୍ଷ୍ମୀ ବସ ସମ୍ପର୍କରେ ତର୍ଜମା ଚାଲିଛି। ବସ ସେବା ସମସ୍ତଙ୍କୁ ମିଳିବ। ପରିବହନ ଭବନରେ ବିଭାଗୀୟ ସଚିବ, [...]

Admin•June 24, 2024
Share Article:

ଭୁବନେଶ୍ବର – ଆଗାମୀ ରଥଯାତ୍ରାରେ ରାଜ୍ୟର ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍। ଏହାଛଡା ଓଡିଶାରୁ ଦେଶର ପ୍ରମୁଖ ଧର୍ମସ୍ଥଳୀକୁ ମଧ୍ୟ ବସ ଚଳାଚଳ ହେବ । ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି ‌। ଅଯୋଧ୍ୟା, ବୃନ୍ଦାବନ, ତିରୁପତି, ମହାକାଳେଶ୍ୱର, ବାରଣାସୀକୁ ଓଡ଼ିଶାରୁ ଚାଲିବ ବସ। ଲକ୍ଷ୍ମୀ ବସ ସମ୍ପର୍କରେ ତର୍ଜମା ଚାଲିଛି। ବସ ସେବା ସମସ୍ତଙ୍କୁ ମିଳିବ। ପରିବହନ ଭବନରେ ବିଭାଗୀୟ ସଚିବ, ଓଏସଆରଟିସି ଅଧିକାରୀଙ୍କ ଉପସ୍ଥିତିରେ ମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ । ଅଧିକ ଇଲେକ୍ଟ୍ରିକ ବସ ଚଳାଚଳ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

#Odia#Odisha#News
Share Article:

Related Articles