News Room Odisha
BREAKING
Odia

ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥ ଦୋଉ ବର କୁଲ କଠିନ ହଠ ଧାରା । ଭବଁର କୁବରୀ ବଚନ ପ୍ରଚାରା ॥ ଢାହତ ଭୂପରୂପ ତରୁ ମୂଲା । ଚଲୀ ବିପତ୍ତି ବାରିଧି ଅନୂକୂଲା ॥ ଭାବାର୍ଥ :- ଦୁଇଟି ଯାକ ବରଦାନ ସେହି ପାପ ରୂପୀ ନଦୀ ର ଦୁଇ କୁଳ ସଦୃଶ ଆଉ ରାଣୀ କୈକେୟୀଙ୍କ ଜିଦଖୋର କଠୋର ବଚନ ପ୍ରଖର ସ୍ରୋତ ପରି, ପୁଣି କୁବୁଦ୍ଧି କୁବୁଜ୍ଜା ର କୁଟିଳ ପ୍ରେରଣା ପ୍ରଖର [...]

Admin•July 5, 2024
Share Article:

॥ ଅଯୋଧ୍ୟା କାଣ୍ଡ ॥

ଦୋଉ ବର କୁଲ କଠିନ ହଠ ଧାରା । ଭବଁର କୁବରୀ ବଚନ ପ୍ରଚାରା ॥ ଢାହତ ଭୂପରୂପ ତରୁ ମୂଲା । ଚଲୀ ବିପତ୍ତି ବାରିଧି ଅନୂକୂଲା ॥

ଭାବାର୍ଥ :- ଦୁଇଟି ଯାକ ବରଦାନ ସେହି ପାପ ରୂପୀ ନଦୀ ର ଦୁଇ କୁଳ ସଦୃଶ ଆଉ ରାଣୀ କୈକେୟୀଙ୍କ ଜିଦଖୋର କଠୋର ବଚନ ପ୍ରଖର ସ୍ରୋତ ପରି, ପୁଣି କୁବୁଦ୍ଧି କୁବୁଜ୍ଜା ର କୁଟିଳ ପ୍ରେରଣା ପ୍ରଖର ସ୍ରୋତରେ ଭୟଙ୍କର ଭଉଁରୀ ସଦୃଶ । କ୍ରୋଧ ରୂପୀ ଜଳରେ ଉଛୁଳୁଥିବା ସେହି ପାପରୁପକ ନଦୀ ଦଶରଥ ରୂପ ବୃକ୍ଷକୁ ସମୁଳେ ଓପାଡି ବିପତ୍ତି ରୁପକ ସମୁଦ୍ର ଆଡକୁ ସିଧା ଭସାଇ ନେଲା ।

#Odia#Odisha#News
Share Article:

Related Articles