News Room Odisha
BREAKING
Odia

ବ୍ରହ୍ମପୁର ସିଜିଏସଟି ଅଫିସରେ ସିବିଆଇ ଚଢ଼ାଉ

ବ୍ରହ୍ମପୁର: ସ୍ଥାନୀୟ ଅନନ୍ତ ନଗରସ୍ଥିତ ସିଜିଏସଟି (ସେଣ୍ଟ୍ରାଲ୍ ଗୁଡସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ) ଅଫିସରେ ଆଜି ମଧ୍ୟାହ୍ନରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି। ଗୋଟିଏ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟାଳୟରେ ଆଉ ଏକ କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ତନାଘନା କରିଛି। ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟି ଅଧିକାରୀ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ କାବୁ କରିଛି। ଅଧିକ ଖାନତଲାସ ଚାଲିଥିବାରୁ ବିଶେଷ ଖବର ପରବର୍ତ୍ତୀ ସମୟରେ ଜଣାପଡ଼ିବ ବୋଲି [...]

Admin•July 10, 2024
Share Article:

ବ୍ରହ୍ମପୁର: ସ୍ଥାନୀୟ ଅନନ୍ତ ନଗରସ୍ଥିତ ସିଜିଏସଟି (ସେଣ୍ଟ୍ରାଲ୍ ଗୁଡସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ) ଅଫିସରେ ଆଜି ମଧ୍ୟାହ୍ନରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି। ଗୋଟିଏ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟାଳୟରେ ଆଉ ଏକ କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ତନାଘନା କରିଛି। ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟି ଅଧିକାରୀ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ କାବୁ କରିଛି। ଅଧିକ ଖାନତଲାସ ଚାଲିଥିବାରୁ ବିଶେଷ ଖବର ପରବର୍ତ୍ତୀ ସମୟରେ ଜଣାପଡ଼ିବ ବୋଲି ସିବିଆଇ ତରଫରୁ କୁହାଯାଇଛି।

#Odia#Odisha#News
Share Article:

Related Articles