News Room Odisha
BREAKING
Odia

ନବୀନ ହେଲେ ରାଜ୍ୟସଭା ସଂସଦୀୟ ଦଳ ଅଧ୍ୟକ୍ଷ , ଗୃହରେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର – ନବୀନ ପଟ୍ଟନାୟକ ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ହୋଇଛନ୍ତି। ସଂସଦର ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ହୋଇଥିବା ବୈଠକରେ ଦଳର ୯ ରାଜ୍ଯସଭା ସଦସ୍ୟ ଯୋଗ ଦେଇଥିଲେ। ସମସ୍ତ ରାଜ୍ୟସଭା ସଦସ୍ୟଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ହୋଇଛନ୍ତି। ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ଦଳର ରଣନୀତି ସମ୍ପର୍କରେ ଆଜିର ବୈଠକରେ ଆଲୋଚନା ହୋଇଛି । ରାଜ୍ଯବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ କରିବାକୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି। [...]

Admin•July 19, 2024
Share Article:

ଭୁବନେଶ୍ୱର – ନବୀନ ପଟ୍ଟନାୟକ ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ହୋଇଛନ୍ତି। ସଂସଦର ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ହୋଇଥିବା ବୈଠକରେ ଦଳର ୯ ରାଜ୍ଯସଭା ସଦସ୍ୟ ଯୋଗ ଦେଇଥିଲେ। ସମସ୍ତ ରାଜ୍ୟସଭା ସଦସ୍ୟଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ହୋଇଛନ୍ତି।

ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ଦଳର ରଣନୀତି ସମ୍ପର୍କରେ ଆଜିର ବୈଠକରେ ଆଲୋଚନା ହୋଇଛି । ରାଜ୍ଯବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ କରିବାକୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି।

ରାଜ୍ୟସଭାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯ ମାନ୍ଯତା, ଆଦିବାସୀ କଲ୍ଯାଣ, ମହିଳା ସଶକ୍ତିକରଣ, ଚାଷୀଙ୍କ ଉନ୍ନତି, ଅବହେଳିତ ଜାତୀୟ ରାଜପଥ, କୋଇଲା ରୟାଲଟି ବୃଦ୍ଧି, ମହିଳା ସଂରକ୍ଷଣ ବିଲ ଲାଗୁ ଭଳି ପ୍ରସଙ୍ଗ ଉଠାଇବ ଦଳ।

#Odia#Odisha#News
Share Article:

Related Articles