News Room Odisha
BREAKING
Odia

ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥ ରାମହି ଦେଉଁ କାଲି ଜୁବରାଜୂ । ସେହି ସୁଲୋଚନି ମଂଗଲ ସାଜୂ ॥ ଦେଖି ଉଠେଉ ସୁନି ହୃଦୟ କଠୋରୂ । ଜନୁ ଛୁଇ ଗୟଉ ପାକ ବରତୋରୂ ॥ ଭାବାର୍ଥ :- ରାଜା ଦଶରଥ କହିଲେ, ହେ ସୁନୟନୀ ! ମୁଁ ଆସନ୍ତାକାଲି ଶ୍ରୀରାମଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରୁଛି, ସେଥିପାଇଁ ତୁମେ ମଙ୍ଗଳମୟ ସଜବାଜ ହୋଇ ପ୍ରସ୍ତୁତ ହୁଅ । ଏହି କଥା ଶୁଣି ରାଣୀ କୈକେୟୀଙ୍କ କଠୋର [...]

Admin•July 31, 2024
Share Article:

॥ ଅଯୋଧ୍ୟା କାଣ୍ଡ ॥

ରାମହି ଦେଉଁ କାଲି ଜୁବରାଜୂ । ସେହି ସୁଲୋଚନି ମଂଗଲ ସାଜୂ ॥ ଦେଖି ଉଠେଉ ସୁନି ହୃଦୟ କଠୋରୂ । ଜନୁ ଛୁଇ ଗୟଉ ପାକ ବରତୋରୂ ॥

ଭାବାର୍ଥ :- ରାଜା ଦଶରଥ କହିଲେ, ହେ ସୁନୟନୀ ! ମୁଁ ଆସନ୍ତାକାଲି ଶ୍ରୀରାମଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରୁଛି, ସେଥିପାଇଁ ତୁମେ ମଙ୍ଗଳମୟ ସଜବାଜ ହୋଇ ପ୍ରସ୍ତୁତ ହୁଅ । ଏହି କଥା ଶୁଣି ରାଣୀ କୈକେୟୀଙ୍କ କଠୋର ହୃଦୟ ଥରି ଗଲା ଯେପରି ଇର୍ଷା ଓ ଦ୍ବେଷରେ ଜଳି ପୋଡିଗଲା । ସତେ ଯେପରି ବାଳମୂଳିଆରେ ବଥ ବାଜିଗଲା ।

#Odia#Odisha#News
Share Article:

Related Articles