News Room Odisha
BREAKING
Odia

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ ମାଗହୁ ବିଦା ମାତୁ ସନ ଜାଈ । ଆଵହୁ ବେଗି ଚଲହୁ ବନ ଭାଈ ॥ ମୁଦିତ ଭଏ ସୁନି ରଘୁବର ବାନୀ । ଭୟଉ ଲାଭ ବଡ ଗଇ ବଡି ହାନୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ହୃଦୟରେ ଆଲିଙ୍ଗନ କରି କହିଲେ, ହେ ଭାଇ ! ଯାଅ, ମା’ଙ୍କ ଠାରୁ ଆଶିର୍ବାଦ ମାଗି ବିଦାୟ ନେଇ ଆସ ଆଉ ମୋ ସହିତ ବନବାସରେ ଚାଲ । ରଘୁକୁଳ ଶ୍ରେଷ୍ଠ [...]

Admin•August 8, 2024
Share Article:

ବାଲ କାଣ୍ଡ

ମାଗହୁ ବିଦା ମାତୁ ସନ ଜାଈ । ଆଵହୁ ବେଗି ଚଲହୁ ବନ ଭାଈ ॥ ମୁଦିତ ଭଏ ସୁନି ରଘୁବର ବାନୀ । ଭୟଉ ଲାଭ ବଡ ଗଇ ବଡି ହାନୀ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ହୃଦୟରେ ଆଲିଙ୍ଗନ କରି କହିଲେ, ହେ ଭାଇ ! ଯାଅ, ମା’ଙ୍କ ଠାରୁ ଆଶିର୍ବାଦ ମାଗି ବିଦାୟ ନେଇ ଆସ ଆଉ ମୋ ସହିତ ବନବାସରେ ଚାଲ । ରଘୁକୁଳ ଶ୍ରେଷ୍ଠ ପ୍ରଭୁ ଶ୍ରୀରାମଙ୍କ ଆଜ୍ଞା ପାଇ ଭାଇ ଲକ୍ଷଣ ଆନନ୍ଦିତ ହୋଇଗଲେ । ମନେ ମନେ ଭାବିଲେ, ବହୁତ ବଡ କଷ୍ଟ ଦୂର ହୋଇଗଲା ଆଉ ବହୁତ ବଡ଼ ଲାଭ ହେଲା।

#Odia#Odisha#News
Share Article:

Related Articles