News Room Odisha
BREAKING
Odia

ବେଆଇନ ମଦ କାରବାର ବିରୋଧରେ ରାଜ୍ୟବ୍ୟାପୀ ଧରପଗଡ

ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ପରେ ରାଜ୍ୟ ଅବକାରୀ ବିଭାଗ ତତ୍ପରତା ପ୍ରକାଶ କରିଛି। ବେଆଇନ ମଦ କାରବାର ବିରୋଧରେ ୭ ଦିନ କାଳ ଅବକାରୀ ଟିମ୍‌ ଚଢ଼ାଉ କରିବ ବୋଲି ଏକ ପ୍ରେସ୍ ମିଟରେ ଅବକାରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ୨୦୩ ମାମଲା ରୁଜୁ ହୋଇଥିଲା ବେଳେ ୧୧୭ ଜଣଙ୍କୁ ଗିରଫ କରାଯାଇଛି। ୧୦ ହଜାର ଲିଟର ପୋଚ ନଷ୍ଟ ଓ ୧୦୩୩୮ ଲିଟର ମଦ ଜବତ କରିଛି ଅବକାରୀ [...]

Admin•August 21, 2024
Share Article:

ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ପରେ ରାଜ୍ୟ ଅବକାରୀ ବିଭାଗ ତତ୍ପରତା ପ୍ରକାଶ କରିଛି। ବେଆଇନ ମଦ କାରବାର ବିରୋଧରେ ୭ ଦିନ କାଳ ଅବକାରୀ ଟିମ୍‌ ଚଢ଼ାଉ କରିବ ବୋଲି ଏକ ପ୍ରେସ୍ ମିଟରେ ଅବକାରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ୨୦୩ ମାମଲା ରୁଜୁ ହୋଇଥିଲା ବେଳେ ୧୧୭ ଜଣଙ୍କୁ ଗିରଫ କରାଯାଇଛି। ୧୦ ହଜାର ଲିଟର ପୋଚ ନଷ୍ଟ ଓ ୧୦୩୩୮ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ।

#Odia#Odisha#News
Share Article:

Related Articles