News Room Odisha
BREAKING
Odia

ରାଜସ୍ଥାନ ରୟାଲ୍ସ ଅଧିନାୟକ ସାମସନଙ୍କୁ ୧୨ ଲକ୍ଷ ଜରିମାନା

ଜୟପୁର: ଗୁଜରାଟ ଟାଇଟାନ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଜରିମାନା ହୋଇଛି। ବୁଧବାର ଅନୁଷ୍ଠିତ ଏହି ମ୍ୟାଚରେ ଶୁଭମାନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟାନ୍ସ ଶେଷ ବଲରେ ରୋମାଞ୍ଚକ ବିଜୟ ସହ ରାଜସ୍ଥାନ ରୟାଲ୍ସର କ୍ରମାଗତ ଚାରି ମ୍ୟାଚ୍ ଅପରାଜେୟ ଧାରାକୁ ଭାଙ୍ଗିଥିଲା । ଗୁଜରାଟ ଏହି ମ୍ୟାଚକୁ ୩ ୱିକେଟରେ ଜିତିଥିଲା। ଆଇପିଏଲ୍ ବିବୃତ୍ତି ଅନୁଯାୟୀ, ଓଭର ହାର ସହ ଜଡିତ [...]

Admin•April 11, 2024
Share Article:

ଜୟପୁର: ଗୁଜରାଟ ଟାଇଟାନ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଜରିମାନା ହୋଇଛି। ବୁଧବାର ଅନୁଷ୍ଠିତ ଏହି ମ୍ୟାଚରେ ଶୁଭମାନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟାନ୍ସ ଶେଷ ବଲରେ ରୋମାଞ୍ଚକ ବିଜୟ ସହ ରାଜସ୍ଥାନ ରୟାଲ୍ସର କ୍ରମାଗତ ଚାରି ମ୍ୟାଚ୍ ଅପରାଜେୟ ଧାରାକୁ ଭାଙ୍ଗିଥିଲା । ଗୁଜରାଟ ଏହି ମ୍ୟାଚକୁ ୩ ୱିକେଟରେ ଜିତିଥିଲା।

ଆଇପିଏଲ୍ ବିବୃତ୍ତି ଅନୁଯାୟୀ, ଓଭର ହାର ସହ ଜଡିତ ରାଜସ୍ଥାନର ଏହା ପ୍ରଥମ ଅପରାଧ । ତେଣୁ ସାମସନଙ୍କୁ ୧୨ ଲକ୍ଷ ଜରିମାନା କରାଯାଇଛି।

#Odia#Odisha#News
Share Article:

Related Articles