ଆଇସିଡିଏସ ପ୍ରକଳ୍ପରେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମକୁ ବର୍ଷେ ପୁରିଲା
ଭୁବନେଶ୍ୱର : କୋଭିଡ କଟକଣା ପାଳନ କରାଯାଇ ରବିବାର ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ୬ ମାସରୁ ୬ ବୟସର ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ପାଇଁ ଯୋଗାଇ ଦିଆଯାଉଥିବା ଶୁଖିଲା ରାସନରେ ଛତୁଆ ଏକ ପ୍ରମୁଖ ଉପାଦାନ । ବୟସ ଅନୁପାତରେ ଶିଶୁ ଓ ମହିଳା [...]
ଭୁବନେଶ୍ୱର : କୋଭିଡ କଟକଣା ପାଳନ କରାଯାଇ ରବିବାର ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ୬ ମାସରୁ ୬ ବୟସର ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ପାଇଁ ଯୋଗାଇ ଦିଆଯାଉଥିବା ଶୁଖିଲା ରାସନରେ ଛତୁଆ ଏକ ପ୍ରମୁଖ ଉପାଦାନ ।

ବୟସ ଅନୁପାତରେ ଶିଶୁ ଓ ମହିଳା ହିତାଧିକାରୀଙ୍କୁ ପ୍ରତି ମାସ ପହିଲାରେ ଟେକ୍ ହୋମ ରାସନ ଭାବେ ଛତୁଆ,ଚିକି,ବାଦାମ ଲଡୁ ଓ ଅଣ୍ଡା ଯୋଗାଇ ଦିଆଯାଉଛି । ୨୦୧୯ ମସିହା ଅଗଷ୍ଟମାସର ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଂଟନ କାଯ୍ୟ ର୍କ୍ରମ ଆରମ୍ଭ କରାଯାଇଥିଲା । ସେହି କାର୍ଯ୍ୟକ୍ରମକୁ ରବିବାର ବର୍ଷେ ପୁରିଛି ।
![]()
ପ୍ରତି ମାସ ୨୩ ତାରିଖରେ ଛତୁଆ ମିଶ୍ରଣ ଓ ମାସ ପହିଲାରେ ବଂଟନ ପାଇଁ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ‘ମୋ ଛତୁଆ’ ଆପ୍ ଓ ୱେବସାଇଟ୍ ଦ୍ୱାରା ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯାଇଥିଲା । ଛତୁଆ ବଂଟନ ନିମନ୍ତେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ନିୟୋଜଜିତ କରାଯାଇଛି । ମାସର ୨୩ ତାରିଖ ହୋଇଥିବାରୁ ସମସ୍ତ ପ୍ରକଳ୍ପରେ ଏସଏଚଜିମାନଙ୍କ ଦ୍ୱାରା ଛତୁଆ ମିଶ୍ରଣ କରାଯାଇଥିଲା । କୋଭିଡ କଟକଣା ଓ ନିୟମ ମାନି ମିଶ୍ରଣ କାର୍ଯ୍ୟ କରାଯାଇଛି ।
COVID-19: Plasma Therapy Showing Good Results in Ganjam
Next ArticleA Record 2129 Covid-19 Patients Recover in Odisha, Tally Touches 54,405
Related Articles
Odisha Govt Transfers 4 IPS Officers
Bhubaneswar: The Odisha government on Tuesday transferred four IPS officers across the state. According to an official notification issued by the Home Department, Dr. Saravana Vivek M., currently SP of Brahmapur, has been posted as Deputy Commissioner of Police (DCP), Bhubaneswar. He will take charge against Jagmohan Meena, who is to be relieved. Abhinav Sonkar, [...]
Odisha Final Electoral Roll Published With 3.16 Crore Electors
Bhubaneswar: Odisha’s electoral roll revision process has concluded with the publication of the Final Electoral Roll 2026 on Monday, recording 3,16,32,754 electors across the state, the Chief Electoral Officer’s (CEO) office said. The revision was carried out with July 1, 2026, as the qualifying date. The draft electoral roll, published on July 5, had listed [...]
Ganjam Steps Up Preparedness as Deep Depression Threatens Heavy Rainfall; Red Warning for Sept 23-24
Ganjam Steps Up Preparedness as Deep Depression Threatens Heavy Rainfall; Red Warning for Sept 23-24
Chatrapur: The Ganjam district administration has intensified its preparedness measures as a deep depression over the Bay of Bengal is likely to move close to the district, bringing the possibility of heavy rainfall and strong winds. An Orange Warning is currently in force, while a Red Warning has been issued for September 23 and 24. [...]
