न्यूज़रूम ओडिशा
ब्रेकिंग
ओडिशा

ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ପାର, କୋରୋନା ଯୋଦ୍ଧାଙ୍କୁ ସଫଳତାର ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କୋରୋନା ବିରୋଧୀ ଲଢେଇରେ ଓଡିଶା ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ରାଜ୍ୟରେ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ହଜାର ହଜାର କୋରୋନୀ ଯୋଦ୍ଧାଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବକୁ ସ୍ୱାଗତ କରିଛନ୍ତି । ମୂଲ୍ୟବାନ ଜୀବନ ବଂଚାଇବା ପାଇଁ କୋରାନା ଯୋଦ୍ଧାଙ୍କ ଅଦମ୍ୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି ନବୀନ ।

Admin•8 सितंबर 2020
Share Article:

#Odisha#Featured#Odia#ଓଡ଼ିଶା#COVID Recovery in Odisha
Share Article:

Related Articles

Newsroom•22 सित॰ 2026
Odisha Govt Transfers 4 IPS Officers
Newsroom•21 सित॰ 2026
Odisha Final Electoral Roll Published With 3.16 Crore Electors